ନାଗରିକତା ସଂଶୋଧନ ଆଇନ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ସିଏଏ ପାଇଁ ଭାରତୀୟ ନାଗରିକଙ୍କ ଉପରେ କିଛି ପ୍ରଭାବ ପଡିବନି । ସିଏଏ କେବଳ ବିଦେଶୀ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆମେ ଏନଆରସିକୁ ସମର୍ଥନ କରୁନାହୁଁ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଏନଆରସି ନେଇ ବିଜେଡି ଲୋକସଭା, ରାଜ୍ୟସଭାରେ ସ୍ୱଷ୍ଟ କରିଛି । ଗୁଜବ ଉପରେ ବିଶ୍ୱାସ ନ କରିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ । ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here