ସ୍ୱାଧିନତା ଦିବସରେ ବିଭିନ୍ନ ସ୍ଥାନରେ ମନ୍ତ୍ରୀଙ୍କ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ। କଟକରେ ପତାକା ଉତ୍ତୋଳନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅନୁଗୁଳରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ କରିବେ ପତାକା ଉତ୍ତୋଳନ । ସେହିପରି ପୁରୀରେ ପ୍ରଫୁଲ୍ଲ କୁମାର ମଲ୍ଲିକ, କେନ୍ଦ୍ରାପଡାରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କଳାହାଣ୍ଡି- ପଦ୍ମନାଭ ବେହେରା, ମୟୂରଭଞ୍ଜ-ପ୍ରତାପ ଜେନା । ଢେଙ୍କାନାଳ-ଅରୁଣ ସାହୁ, ସୁନ୍ଦରଗଡ- ସୁଦାମ ମାରାଣ୍ଡି । କନ୍ଧମାଳ- ସୁଶାନ୍ତ ସିଂହ, ବଲାଙ୍ଗିର-ନବ ଦାସ, ନୟାଗଡ-ଟୁକୁନି ସାହୁ । କେନ୍ଦୁଝର- ଜଗନ୍ନାଥ ସାରକା, ସମ୍ବଲପୁର- ଦିବ୍ୟଶଙ୍କର ମିଶ୍ର ।ବାଲେଶ୍ୱର- ଅଶୋକ ପଣ୍ଡା, ଯାଜପୁର- ସମୀର ରଞ୍ଜନ ଦାସ । ନବରଙ୍ଗପୁର-ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କୋରାପୁଟ- ପ୍ରେମାନନ୍ଦ ନାୟକ । ମାଲକାନଗିରି-ରଘୁନନ୍ଦନ ଦାସ, ରାୟଗଡା-ପଦ୍ମିନୀ ଦିଆନ, ଗଜପତି-ତୁଷାରକାନ୍ତି ବେହେରା ।

LEAVE A REPLY

Please enter your comment!
Please enter your name here