ଆସନ୍ତାକାଲି କୁମାରପୂର୍ଣ୍ଣିମା । କୁଆଁରୀ ଝିଅମାନେ ଚାନ୍ଦ ପୂଜା କରିବାର ପରଂପରା ରହିଛି । ମାତ୍ର ଏଥରକ ପୂର୍ଣ୍ଣମୀରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଚାନ୍ଦପୂଜାକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି । ତେବେ ଚନ୍ଦ୍ରଗ୍ରହଣ ମଧ୍ୟରାତ୍ରୀ ଗୋଟାଏ ପାଞ୍ଚ ମିନିଟରୁ ଆରମ୍ଭ ହୋଇ ରାତି ଦୁଇଟା ଚବିଶ ମିନିଟରେ ଶେଷ ହେବାର ଥିବାରୁ ଚାନ୍ଦପୂଜା ସଂଧ୍ୟା ପୂର୍ବରୁ ସାରିବାକୁ କୁହାଯାଇଛି । ଏହା ଆଂଶିକ ଚନ୍ଦ୍ରଗ୍ରହଣ ଏବଂ ଗ୍ରହଣର ଅବଧି 1 ଘଣ୍ଟା 19 ମିନିଟ ରହିଛି ।

LEAVE A REPLY

Please enter your comment!
Please enter your name here