ଦେଶ ପାଇଁ ଗୌରବ ଆଣିଲେ ଓଡିଆ ପୁଅ ପ୍ରମୋଦ ଭଗତ | ଟୋକିଓ ପାରା ଅଲିମ୍ପିକରେ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ବର୍ଣ୍ବପଦକ ଜିତିଲେ ପ୍ରମୋଦ | ବ୍ରିଟେନ ପ୍ରତିଦ୍ବନ୍ଦିଙ୍କୁ ହରାଇ ସ୍ବର୍ଣ୍ବ ପଦକ ହାସଲ କଲେ | ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଲୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଅଦ୍ୟାବଧି ଭାପତ ପାରା ଅଲିମ୍ପିକରେ 4 ସ୍ବର୍ଣ୍ବ ସହ 17ଟି ପଦକ ଜିତିଲାଣି |

LEAVE A REPLY

Please enter your comment!
Please enter your name here