କଡାକଡି ପାଳନ କରାଯିବ କୋଭିଡ ନିୟମ । କୋଭିଡ ନିୟମ ନମାନିଲେ ୫ ଶହ ଜରିମାନା ଧାର୍ଯ୍ୟ କରିଛି ବିଏମସି । ଘରୁ ବାହାରିଲେ ସଠିକ ଭାବେ ମାସ୍କ ପିନ୍ଧିବା ଜରୁରୀ । ସର୍ବସାଧାରଣ ସ୍ଥାନରେ ୨ ମିଟର ଦୂରତା ବଜାୟ ରଖିବା ସହିତ ଭିଡ ନକରିବା ପାଇଁ ପରାମର୍ଶ ଦେଇଛି ବିଏମସି । ରାଜ୍ୟରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା ଲହର । ଦୈନିକ ସଙ୍କ୍ରମଣ ୫ ହଜାର ମୁହାଁ । ଏହାକୁ ନଜରରେ ରଖି କୋଭିଡ ନିୟମ କଡାକଡି ପାଳନ କରିବାକୁ ବିଏମସି ନିର୍ଦ୍ଦେଶ ଦେଇଛି ।

LEAVE A REPLY

Please enter your comment!
Please enter your name here