ଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ଘଟଣା । ସ୍କୁଟର ଉଦ୍ଧାର । ଭୁବନେଶ୍ୱର ସୁନ୍ଦରପଦା ପାଖରୁ ସ୍କୁଟର ଉଦ୍ଧାର ହୋଇଛି । ଝରାଫୁଲକୁ ନେବା ଆଣିବାରେ ବ୍ୟବହୃତ ହୋଇଥିଲା ସ୍କୁଟର । ସିସିଟିଭିରୁ ଝରାଫୁଲକୁ ନେବା ଆଣିବାର ଦୃଶ୍ୟ କଏଦ ହୋଇଥିଲା । ମୁଖ୍ୟ ଅଭିଯୁକ୍ତ ରାକେଶ ଧରାପଡିଥିଲେ ମଧ୍ୟ ସହଯୋଗୀ ଏଯାଏଁ ଧରାପଡିନି ।

LEAVE A REPLY

Please enter your comment!
Please enter your name here