ରାଜ୍ୟର ୫ଟି ଲୋକସଭା ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ଆଜି ମତଦାନ ଗ୍ରହଣ କରାଯାଉଛି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ଲାଇଭ ଅପଡେଟ୍ ।

ଦିନ ୧ଟା ସୁଦ୍ଧା ୩୩% ମତଦାନ

ଦିନ ୧୧ଟା ସୁଦ୍ଧା ୧୮% ମତଦାନ । କନ୍ଧମାଳ-୧୬%, ବରଗଡ-୨୦%, ଆସିକା-୨୦%, ସୁନ୍ଦରଗଡ-୧୮%

ସକାଳ ୯ଟା ସୁଦ୍ଧା ୬.୫% ମତଦାନ ଗ୍ରହଣ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ସାନଖେମୁଣ୍ଡିରେ ବୁଥ ନଂ ୧୮୩ରେ ଭୋଟ ଦେବାକୁ ଧାଡିରେ ଛିଡା ହୋଇଥିବା ବେଳେ ଜଣେ ୯୫ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here