ମାଲକାନଗିରି ଜିଲ୍ଲାର ଏମପିଭି୬୫ ଗ୍ରାମରେ ଆଜି ଆରମ୍ଭ ହୋଇଛି ସାନି ନିର୍ବାଚନ । ଗତ ୧୧ ତାରିଖରେ ଏଠାରେ ନିର୍ବାଚନ ସମୟରେ କିଛି ତ୍ରୁଟି ଯୋଗୁଁ ପୁନଃ ଭୋଟିଂ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଆଜି ସକାଳୁ ଏଠାରେ କଡା ସୁରକ୍ଷା ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ମୋଟ ୮୨୩ ଭୋଟର ଅଛନ୍ତି । ଶାନ୍ତି ଶୃଙ୍ଖଳାଭାବେ ଚାଲିଛି ମତଦାନ ।

LEAVE A REPLY

Please enter your comment!
Please enter your name here