ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ଶ୍ରୀମତୀ ହୀରାବେନ ମୋଦିଙ୍କ ପରଲୋକ I ଶେଷ ନିଶ୍ୱାସ ତ୍ୟାଗ କଲାବେଳକୁ ତାଙ୍କୁ ଶହେ ବର୍ଷ ହୋଇଥିଲା I ରାତି ସାଢେ 3 ଟା ରେ ହୀରାବେନ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ I ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହ ମୋଦିଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି I
ହୀରାବେନଙ୍କ ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି I ପରିବାର ସଦସ୍ୟଙ୍କ ସହ କୋକେଇ କାନ୍ଧେଇ ପ୍ରଧାନମନ୍ତ୍ରୀ ଶେଷକୃତ୍ୟ ପାଇଁ ନେଇ ଯାଇଛନ୍ତି I

LEAVE A REPLY

Please enter your comment!
Please enter your name here