ଏସୀୟ କ୍ରୀଡାରେ ସ୍କ୍ବାସ ପୁରୁଷ ଇଭେଣ୍ଟରେ ଭାରତ ପାକିସ୍ତାନକୁ ହରାଇ ସ୍ବର୍ଣ୍ଣ ପଦକ ଜିତିଲା । ପାକିସ୍ତାନକୁ 2-1ରେ ହରାଇ ଭାରତ ଏହି ଗୌରବ ହାସଲ କରିଛି । ଏହାକୁ ମିଶାଇ ଭାରତ ଏଶୀୟ କ୍ରୀଡାରେ ମୋଟ ଦଶଟି ସ୍ବର୍ଣ୍ଣପଦକ ହାସଲ କଲାଣି । ଭାରତର ପଦକ ସଂଖ୍ୟା 36 ପହଞ୍ଚିଥିବା ବେଳେ 10ଟି ସ୍ବର୍ଣ୍ଣ, 13ଟି ରୌପ୍ୟ ଓ 13ଟି ବ୍ରୋଞ୍ଚ ପଦକ ହାସଲ କରିଛି ।

LEAVE A REPLY

Please enter your comment!
Please enter your name here