ପୁରୀ ବଡଦାଣ୍ଡରେ ଅଭାବନୀୟ ଘଟଣା । ବଡଦାଣ୍ଡରେ ମୁକୁଳା ଡ୍ରେନ୍‌ରେ ପଡି ଯୁବକ ପ୍ରାଣ ହରାଇଛନ୍ତି । ମାର୍କେଟ ଛକ ନିକଟସ୍ଥ ମୁକୁଳା ଡ୍ରେନରେ ପଡି ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ କୁମ୍ଭାରପଡା ପୋଲିସ ଛାନଭିନ୍ ଚଳାଇଛି ।

LEAVE A REPLY

Please enter your comment!
Please enter your name here