ଫୁଲବାଣୀର ଜଣେ ଡାକ୍ତରୀ ଛାତ୍ରଙ୍କୁ କରୋନା ଆକ୍ରାନ୍ତ ସନ୍ଦେହ । ଚୀନରେ ଏମବିବିଏସ କରୁଥିବାରୁ କରୋନା ଆକ୍ରାନ୍ତ ସନ୍ଦେହ । ଗତ ୧୧ ତାରିଖରେ ଚୀନରୁ ଫେରିଥିଲେ ଅସୁସ୍ଥ ଡାକ୍ତରୀ ଛାତ୍ର । ଘରକୁ ଫେରିବା ଦିନଠାରୁ କାଶ, ଥଣ୍ଡା ଛାଡୁନଥିବାରୁ ସନ୍ଦେହ । କରୋନା ଆଶଙ୍କା କରି ନିଜେ ସିଡିଏମଓଙ୍କୁ ଚିଠି ଲେଖିଥିଲେ । ଚିଠି ଲେଖିବା ପରେ ଯୁବକଙ୍କୁ ଏସସିବି ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ।

LEAVE A REPLY

Please enter your comment!
Please enter your name here