ପ୍ରଥମରୁ ଅଷ୍ଟମ କ୍ଲାସ ପର୍ଯ୍ୟନ୍ତ ପଢୁଥିବା ସବୁ ପିଲା ପାସ୍ । ରାଜ୍ୟ ସରକାରଙ୍କ ସ୍କୁଲରେ ପଢୁଥିବା ଅଷ୍ଟମ ଯାଏ ପିଲା ପାସ । କରୋନା ସ୍ଥିତି ନେଇ ସବୁ ପିଲାଙ୍କୁ ପାସ୍ ଘୋଷଣା କଲେ ସରକାର । ନବମରୁ ଦଶମ ଶ୍ରେଣୀ ଯିବାକୁ ଥିବା ପିଲାଙ୍କୁ ସର୍ତ୍ତମୂଳ ପାସ୍ । ଷାଣ୍ମାସିକ ପରୀକ୍ଷାରେ ଥିବା ନମ୍ବରକୁ ନେଇ ପାସ୍ କରାଯିବ । ଯୁକ୍ତ ଦୁଇ ପ୍ରଥମ ବର୍ଷରୁ ଦ୍ୱିତୀୟ ବର୍ଷକୁ ମଧ୍ୟ ସର୍ତ୍ତମୂଳକ ପ୍ରମୋସନ । ବାର୍ଷୀକ ପରୀକ୍ଷା ପୂର୍ବରୁ ହୋଇଥିବା ପରୀକ୍ଷା ଆଧାରରେ ପ୍ରମୋସନ । ଯଦି କୌଣସି କାରଣରୁ ପରୀକ୍ଷା ଦେଇନଥିବେ , ରିଟେଷ୍ଟ ହେବ । ଉଚ୍ଚ ମାଧ୍ୟମିକ ସ୍କୁଲ ଖୋଲିବା ପରେ ସମ୍ପୃକ୍ତ ପିଲାଙ୍କ ରି ଟେଷ୍ଟ ହେବ ।

LEAVE A REPLY

Please enter your comment!
Please enter your name here