ବରିଷ୍ଠ ଆଇଏଏସ ପ୍ରଦୀପ ଜେନାଙ୍କୁ ରାଜ୍ୟ ସରକାର ପରବର୍ତୀ ମୁଖ୍ୟ ଶାସନ ସଚିବ ଭାବରେ ନିଯୁକ୍ତି ଦେଇଛନ୍ତି I ମାର୍ଚ୍ଚ 1 ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିବେ I ଏବେ ମୁଖ୍ୟ ଶାସନ ସଚିବ ଥିବା ସୁରେଶ ମହାପାତ୍ର ଫେବୃଆରୀ 28 ରେ ଅବସର ନେବେ I

1989 ବ୍ୟାଚ ଆଇଏଏସ ପ୍ରଦୀପ ଜେନା ଏବେ ଉନ୍ନୟନ କମିସନର ଓ ଏସଆରସି ପଦରେ କାର୍ଯ୍ୟ କରୁଛନ୍ତି I

LEAVE A REPLY

Please enter your comment!
Please enter your name here