ଝାରସୁଗୁଡା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ । ମେ’ ୧୦ରେ ହେବ ଝାରସୁଗୁଡା ବିଧାନସଭା ଭୋଟ ଗ୍ରହଣ । ବିଜେଡି ଟିକେଟରେ ସ୍ବର୍ଗତ ନେତା ନବ ଦାସଙ୍କ ଝିଅ ଦୀପାଳି ଦାସ ଲଢ଼ିବେ

LEAVE A REPLY

Please enter your comment!
Please enter your name here