ସାଇ ସିକ୍ତା । ଘରେ ସମସ୍ତଙ୍କର ପ୍ରିୟ ଚେରୀ । ବୟସ ମାତ୍ର ୪ । ହେଲେ କହୁଛି ଦୁନିଆ ଯାକର କଥା । ଢେଙ୍କାନାଳ ଜିଲ୍ଲା ବାରୁଆଁ ପଞ୍ଚାୟତ ସ୍ଥିତ ବାଇସିଙ୍ଗା ଗାଁର ଝିଅ ଶାଇସିକ୍ତା ବେହେରା । ଯେଉଁ ବୟସର ପିଲା ଅକ୍ଷର ଚିହ୍ନିବା ଏବଂ ଲେଖିବା ଶିଖନ୍ତି । ସେହି ବୟସରେ ଫଟାଫଟ ଉତ୍ତର ଦେଉଛି ସାଇ । ଗୀତା, ଶ୍ଲୋକ, ପୁରାଣ ସମ୍ବର୍ଦ୍ଧିତ ଗ୍ୟାନ, ବିଭିନ୍ନ ଦେଶର ରାଜଧାନୀ , ଶରୀରର ଅଙ୍ଗ ଏମିତି ଅନେକ ଉତ୍ତର ଅନରଗଳ ଭାବେ ଦେଉଛି ସାଇ । ସାଇଙ୍କର ଏ ବିଚକ୍ଷଣ ପ୍ରତିଭା ଦେଖି ଘରେ ଥିବା ଯେଯେ ମା ଏବଂ ମା’ ବହୁତ ଖୁସି । ସାଇଙ୍କ ମା’ ଗୃହୀଣି ଥିବାବେଳେ ଏଇ ମାସେ ହେବ ବାପାଙ୍କର ବ୍ରେନ୍ ଷ୍ଟୋକରେ ମୃତ୍ୟୁ ହୋଇଛି । ମା’ କୁହନ୍ତି । ଝିଅକୁ ଯାହାବି ସେ କୁହନ୍ତି ସେ ଚଟାପଟ ମନେରଖେ ।

LEAVE A REPLY

Please enter your comment!
Please enter your name here