ସାମୁଦ୍ରିକ ବାତ୍ୟା ଫନି ପାଇଁ ୧୧ ଆଇପିଏସ ଅଫିସରଙ୍କୁ ମିଳିଛି ସ୍ୱତନ୍ତ୍ର ଦାୟିତ୍ୱ । ଯାଜପୁର ଜିଲ୍ଲା ପାଇଁ ଏସ.କେ.ଉପାଧ୍ୟାୟ ରହିବେ । ଜଗତସିଂହପୁର ପାଇଁ ପ୍ରାଣବିନ୍ଦୁ ଆଚାର୍ଯ୍ୟ । ଭଦ୍ରକ- ବିନୟତୋଷ ମିଶ୍ର । ଖୋର୍ଦ୍ଧା- ଆର.ପି.କୋଚେ । ପୁରୀ-ଏସ.କେ.ପ୍ରିୟଦର୍ଶୀ । କେନ୍ଦ୍ରାପଡା-ଅରୁଣ ବୋଥ୍ରା । ଗଞ୍ଜାମ-ଅମିତାଭ ଠାକୁର । ନୟାଗଡ- ଘନଶ୍ୟାମ ଉପାଧ୍ୟାୟ । ବାଳେଶ୍ୱର- ଅମିତେନ୍ଦ୍ର ନାଥ ସିହ୍ନା । କଟକ-ନିଖିଳ କୁମାର କନ୍ନୋଡିଆ । ମୟୂରଭଞ୍ଜ-ସଫିନ ଅହମ୍ମଦ କେ. । ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ କରିଦିଆଯାଇଛି । ଛୁଟିରେ ଥିବା ପୋଲିସଙ୍କୁ ତୁରନ୍ତ ଫେରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଏଥିସହିତ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟ କରିବ ।

LEAVE A REPLY

Please enter your comment!
Please enter your name here