ବିସିସିଆଇ ସଭାପତି ପଦରୁ ସୌରଭ ଗାଙ୍ଗୁଲିଙ୍କ ଇସ୍ତଫା । ପରବର୍ତ୍ତୀ ଯୋଜନା ନେଇ ନିଜ ଟୁଇଟରରେ ସ୍ପଷ୍ଟ କରିଛନ୍ତି ଗାଙ୍ଗୁଲି । ସେ ଲେଖିଛନ୍ତି କ୍ରିକେଟରେ ୩୦ ବର୍ଷ ପୂରଣ କରିଛି, ଆପଣଙ୍କ ସ୍ନେହଶ୍ରଦ୍ଧା ପାଇଛି । ଏବେ ନୂଆ କିଛି ପ୍ଲାନ କରୁଛି , ଯାହା ଅନେକ ଲୋକଙ୍କୁ ସାହାର୍ଯ୍ୟ କରିବ ।

LEAVE A REPLY

Please enter your comment!
Please enter your name here