ଫେବ୍ରୁଆରୀ ୧୯ରୁ ଆରମ୍ଭ ହେବ ମ୍ୟାଟ୍ରିକ୍ ପରୀକ୍ଷା । । ମ୍ୟାଟ୍ରିକ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା । ଫେବ୍ରୁଆରୀ ୧୯ରୁ ମାର୍ଚ୍ଚ ୨ ଯାଏ ଚାଲିବ ପରୀକ୍ଷା । ଫେବ୍ରୁଆରୀ ୧୯ ବୁଧବାର ପ୍ରଥମ ଭାଷା ଓଡିଆ ପରୀକ୍ଷା । ୨୨ରେ ଇଂରାଜୀ, ୨୪ରେ ସଂସ୍କୃତ/ହିନ୍ଦୀ ପରୀକ୍ଷା । ୨୬ରେ ଗଣିତ , ୨୮ରେ ସାଧାରଣ ବିଜ୍ଞାନ ପରୀକ୍ଷା । ମାର୍ଚ୍ଚ ୨ରେ ସାମାଜିକ ବିଜ୍ଞାନ । ପରୀକ୍ଷା ସମୟ ସକାଳ୧୦ଟାରୁ ଦିନ ୧୨ଟା ୩୦ । ଗଣିତ ପରୀକ୍ଷା ଦିନ ମିଳିବ ଅଧିକ ୧୫ ମିନିଟ୍ ସମୟ ।

LEAVE A REPLY

Please enter your comment!
Please enter your name here