ଆଜି ପବିତ୍ର ବଡଦିନ । ମଧ୍ୟରାତ୍ରୀରେ ପ୍ରଭୁ ଯୀଶୁଙ୍କ ଧରାବତରଣ ପରେ ସବୁଠି ସେଲିବ୍ରେସନର ମାହୋଲ । ଖ୍ରୀଷ୍ଟ ଧର୍ମାବଲମ୍ବି ଧୂମଧାମରେ ଉତ୍ସବକୁ ପାଳନ କରୁଛନ୍ତି । ଏଥିଲାଗି ବିଭିନ୍ନ ଚର୍ଚ୍ଚରେ ବ୍ୟାପକ ଆୟୋଜନ କରାଯାଇଛି । ରାଜଧାନୀ ଟ୍ୱିନ୍ ସିଟିରେ ବିଭିନ୍ନ ଚର୍ଚ୍ଚକୁ ସୁନ୍ଦର ଆଲୋକମାଳାରେ ସଜାଯାଇଛି

LEAVE A REPLY

Please enter your comment!
Please enter your name here