କିଛି ସମୟ ପୂର୍ବରୁ ନଦୀକୁ ଡେଇଁ ପଡିଥିବା ମହିଳା ହେଉଛନ୍ତି ଅଭିନେତା ଅମ୍ଳାନଙ୍କ ପତ୍ନୀ । ଏବଂ ମିହିର ଦାସଙ୍କ ବୋହୁ । ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମାତ୍ର ତାଙ୍କୁ ଉଦ୍ଧାର କରାଯାଇଛି । ସିଡିଏ ସ୍ଥିତ ମଧୂସୁଦନ ପୋଲ ନିକଟରେ ସ୍କୁଟି ରଖି ମହାନଦୀକୁ ଡେଇଁପଡିଥିଲେ । ଉଦ୍ଧାର ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଛି । ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ ଜାଣିବା ପରେ ସିଡିଏ ଫେଜ୍‌୨ ଥାନାରେ ପହଁଞ୍ଚିଲେ ଅମ୍ଳାନ ।

LEAVE A REPLY

Please enter your comment!
Please enter your name here