ଢାକା ଟେଷ୍ଟ ଜିତିଲା ଟିମ୍ ଇଣ୍ଡିଆ । ଟିମ୍ ଇଣ୍ଡିଆ ୩ ୱିକେଟରେ ବାଂଲାଦେଶକୁ ପରାସ୍ତ କଲା । ବିଜୟର ହିରୋ ସାଜିଲେ ଶ୍ରେୟସ ଆୟର, ଆର୍ ଅଶ୍ୱିନ୍ । ବାଂଲାଦେଶ ପ୍ରଥମ ଇନିଂସରେ ୨୨୭ , ଦ୍ୱିତୀୟ ଇନିଂସରେ ୨୩୧ । ଭାରତ ପ୍ରଥମ ଇନିଂସରେ ୩୧୪ ଏବଂ ଦ୍ୱିତୀୟ ଇନିଂସରେ ୧୪୫/୭ ୨-୦ ସିରିଜରେ ଜିତିଛି ଟିମ୍ ଇଣ୍ଡିଆ । ରୋମାଞ୍ଚକର ସ୍ଥିତିରେ ଏ ମ୍ୟାଚ ଥିଲା ଏବଂ ଢାକା ଟେଷ୍ଟ ଜିତି ଟିମ୍ ଇଣ୍ଡିଆ ବିଜୟଲାଭ କରିଛି ।

LEAVE A REPLY

Please enter your comment!
Please enter your name here