ଟୋକିଓ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ପି.ଭି. ସିନ୍ଧୁ ବ୍ରୋଞ୍ଚ ପଦକ ଜିତିଛନ୍ତି I ସେ ଚୀନ ପ୍ରତିଦ୍ବନ୍ଦୀ ହେ ବିଙ୍ଗ ଜିଆଓଙ୍କୁ 2-0 ରେ ହରାଇ ଏହି ପଦକ ହାସଲ କରିଛନ୍ତି I ବ୍ୟକ୍ତିଗତ ଭାବେ ଦୁଇଟି ଅଲିମ୍ପିକ ପଦକ ଜିତିବାରେ ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ I 2016 ରିଓ ଅଲିମ୍ପିକରେ ପି.ଭି. ସିନ୍ଧୁ ରୌପ୍ୟ ପଦକ ଜିତିଥିଲେ I ସିନ୍ଧୁଙ୍କ ବ୍ରୋଞ୍ଚ ପଦକ ଜିତିବା ଭାରତୀୟଙ୍କ ପାଇଁ ପୁଣି ଖୁସି ଆଣିଦେଇଛି I

LEAVE A REPLY

Please enter your comment!
Please enter your name here