ବିଶାଖାପାଟଣା ଟେଷ୍ଟ ଜିତିଲା ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକାକୁ ୨୦୩ ରନରେ ହରାଇଲା ଭାରତ । ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ମାତ୍ର ୧୯୧ରେ ଅଲ ଆଉଟ୍ ହୋଇଛି । ଦ୍ୱିତୀୟ ଇନିଂସରେ ମହମ୍ମଦ ସାମିଙ୍କୁ ୫, ଜାଡେଜାଙ୍କୁ ୪ ୱିକେଟ । ଭାରତର ସ୍କୋର୫୦୨/୭ଓ ୩୨୩/୪ । ଦକ୍ଷିଣ ଆଫ୍ରିକାର ସ୍କୋର-୪୩୧ ଏବଂ ୧୯୧ ରନ୍ ।

LEAVE A REPLY

Please enter your comment!
Please enter your name here