ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନ ଗସ୍ତରେ ଯିବେ । ବ୍ରିଟେନର ରାଣୀ ଏଲିଜାବେଥ‌ଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହେବା ସହ ଭାରତ ତରଫରୁ ଶୋକବ୍ୟକ୍ତ କରିବେ । ସେପ୍ଟେମ୍ବର ୧୭ରୁ ୧୯ ତାରାଖ ଯାଏଁ ରାଷ୍ଟ୍ରପତି ଲଣ୍ଡନରେ ରହିବେ ।
ସେପ୍ଟେମ୍ବର ୭ ତାରିଖରେ ବ୍ରିଟେନ ରାଣୀ ଏଲିଜାବେଥଙ୍କର ପରଲୋକ ହୋଇଥିଲା । ରାଣୀଙ୍କ ପରଲୋକରେ ଭାରତ ଗୋଟିଏ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରିଛି ।

LEAVE A REPLY

Please enter your comment!
Please enter your name here