ଲ୍ୟାଣ୍ଡର ବିକ୍ରମର କିଛି କ୍ଷତି ହୋଇନଥିବା ସ୍ପଷ୍ଟ କଲା ଇସ୍ରୋ । ବିକ୍ରମର ହାର୍ଡ ଲ୍ୟାଣ୍ଡିଂ ହୋଇଛି, କୌଣସି ଅଂଶ ଭାଙ୍ଗିନି ବୋଲି ସୁଚନା ଦେଇଛି ଇସ୍ରୋ । ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ଜାରି ରହିଛି , ଆଶା ହରାଇନୁ କହିଲା ଇସ୍ରୋ ।

LEAVE A REPLY

Please enter your comment!
Please enter your name here