ବୃଦ୍ଧି ପାଇବାରେ ଲାଗୁଛି ହୀରାକୁଦ ଡ୍ୟାମର ଜଳସ୍ତର ,୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷାଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ଅପରାହ୍ନରେ ଜଳସ୍ତର ୬୨୫.୫୬ଫୁଟ ଥିବା ବେଳେ ପ୍ରତି ସେକେଣ୍ଡରେ ଡ୍ୟାମକୁ ୩ଲକ୍ଷ୧୬ହଜାର ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୩ଲକ୍ଷ୪୨ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି । ପୂର୍ବରୁ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ଏବେ ଆଉ ୮ଟି ଗେଟ୍ ଖୋଲାଯାଇଛି । ତଳିଆ ଅଂଚଳରେ ବନ୍ୟାପାଣି ପ୍ରବେଶକୁ ନେଇ ସତର୍କ ସୂଚନା ଜାରି କରାଯାଇଛି

LEAVE A REPLY

Please enter your comment!
Please enter your name here