ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀମାନଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ପ୍ରତିଶତ ମହଙ୍ଗା ଭତ୍ତା ଓ ଟିଆଇ ମଂଜୁର କରିଛନ୍ତି. ବର୍ଦ୍ଧିତ ଦୁଇ ପ୍ରତିଶତ ଭତ୍ତା ଫଳରେ ମହଙ୍ଗା ଭତ୍ତା ମୋଟ 9 ପ୍ରତିଶତକୁ ବୃଦ୍ଧି ପାଇଛି. ବର୍ଦ୍ଧିତ ଭତ୍ତା ଗତ ଜୁଲାଇ ପହିଲାରୁ ପିଚ୍ଛିଲା ଭାବେ ଏହା କାର୍ଯ୍ୟକାରୀ ହେବ. ଓାର୍କଚାର୍ଜ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ଶିକ୍ଷକ ଓ କର୍ମଚାରୀମାନେ ମଧ୍ୟ ଏହି ବର୍ଦ୍ଧିତ ଭତ୍ତା ପାଇବେ.

LEAVE A REPLY

Please enter your comment!
Please enter your name here