ରାଜ୍ୟରେ ସ୍କ୍ରାପ୍ ହେବ ୨୦ ଲକ୍ଷ ୩୯ ହଜାର ୫୦୦ ଗାଡି । ୧୫ ବର୍ଷରୁ ଉର୍ଦ୍ଧ୍ୱ ଏବଂ ଫିଟନେସ ନଥିବା ଗାଡିକୁ ସ୍କ୍ରାପିଂ କରାଯିବ । ସ୍କ୍ରାପିଂ ହେବାକୁ ଥିବା ଗାଡି ମଧ୍ୟରେ ସର୍ବାଧିକ ୧୨ ଲକ୍ଷ ୯୯ ହଜାର ୩୫୧ଟି ବାଇକ୍ ବାଇକ ଏବଂ ସ୍କୁଟର ରହିଛି । ସେହିପରି ରାଜ୍ୟରେ ୮୦ ଲକ୍ଷ ୨୦ ହଜାର ୫୦୦ ଗାଡିର ଫିଟନେସ ରହିଛି । ଫିଟନେସ ନଥିବା ଗାଡିକୁ ସ୍କ୍ରାପିଂ କରିବାକୁ ରାଜ୍ୟ ସରକାର ସ୍କ୍ରାପିଂ ପଲିସି ୨୦୨୨ ପ୍ରଣୟନ କରାଯାଇଛି । ଏନେଇ ଗୃହରେ ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନରେ ମନ୍ତ୍ରୀ ଟୁକୁନି ସାହୁ ଉତ୍ତର ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here