Doctor.

ସରକାରୀ ମେଡିକାଲ କଲେଜ ହାଉସ ସର୍ଜନଙ୍କର ବଢିଲା ଷ୍ଟାଇପେଣ୍ଡ୍ । ମାସିକ ୨୦ ହଜାରରୁ ୨୮ ହଜାରକୁ ବୃଦ୍ଧି କଲେ ରାଜ୍ୟ ସରକାର । ୨୦୨୧ ଜାନୁଆରୀରୁ ୩ ବର୍ଷ ପାଇଁ ଲାଗୁ କରିବାକୁ ଏହି ନିଷ୍ପତ୍ତି । ଏନେଇ ଡିଏମଇଟିଙ୍କୁ ଚିଠି ଲେଖିଛନ୍ତି ଉପ ସଚିବ । ହାଉସ ସର୍ଜନ ଷ୍ଟାଇପେଣ୍ଡ ବୃଦ୍ଧି ଦାବିରେ ଆନ୍ଦୋଳନ ଧମକ ଦେଇଥିଲା ସଂଘ । ଷ୍ଟାଇପେଣ୍ଡ ବୃଦ୍ଧି ପରେ ଆନ୍ଦୋଳନ ନିଷ୍ପତ୍ତିରୁ ଓହରିଲା ସଂଘ ।

LEAVE A REPLY

Please enter your comment!
Please enter your name here