ଉତ୍କଳ ଦିବସରେ ଓଡିଶାବାସୀଙ୍କ ପାଇଁ ନବୀନଙ୍କ ଭେଟି । ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୬ମାସ ମିଳିବ ମାଗଣା ଚାଉଳ । ଆଉ ୬ ମାସ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର । ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମିଳିବ ଅତିରିକ୍ତ ୫ କେଜି ଚାଉଳ । ହିତାଧିକାରୀଙ୍କୁ ପ୍ରତିମାସ ଅତିରିକ୍ତ ୫ କେଜି ଚାଉଳ ମାଗଣା ମିଳିବ । ଏଥିରେ ୮ ଲକ୍ଷ ୯ହଜାର ହିିତାଧିକାରୀ ଉପକୃତ ହେବେ ।

LEAVE A REPLY

Please enter your comment!
Please enter your name here