ଲୋକମାନଙ୍କୁ କମ୍ ସୁଧହାରରେ ଲୋନ୍ ପ୍ରଦାନ କରୁଥିବା ତିନୋଟି ପ୍ରମୁଖ ବ୍ୟାଙ୍କ ଏସବିଆଇ, ଆଇସିଆଇସିଆଇ ଓ ଏଚଡିଏଫସି ବ୍ୟାଙ୍କ ନିଜର ସୁଧହାରକୁ ବୃଦ୍ଧି କରିଛନ୍ତି. ଯାହା ଲୋକମାନଙ୍କୁ ବିଶେଷ ଭାବେ ପ୍ରଭାବିତ କରିବ. ଏସବିଆଇ  0.5 ପ୍ରତିଶତ ସୁଧହାର ବଢାଇଥିବା ବେଳେ  ଆଇସିଆଇସିଆଇ ଓ  ଏଚଡିଏଫସି ବ୍ୟାଙ୍କ  0.10 ପ୍ରତିଶତ ସୁଧହାର ବଢାଇଛନ୍ତି. ତେବେ ବ୍ୟାଙ୍କ୍ ରେ ବଢିଥିବା ଏହି ସୁଧହାର ଆରବିଆଇର ମୋଦ୍ରିକ ନୀତି ସମୀକ୍ଷା ପୂର୍ବରୁ କରାଯାଇଛି. ଯାହାଫଳରେ ହୋମ୍, ଅଟୋ ଓ ଅନ୍ୟ ଲୋନ୍ ଉପରେ ଲୋକାନଙ୍କୁ ଅଧିକ ଇଏମଆଇ ଦେବାକୁ ପଡିବ.

LEAVE A REPLY

Please enter your comment!
Please enter your name here