ଖରାପ ପରଫର୍ମାନ୍ସ ପାଇଁ ଓ୍ବିପ୍ରୋ କଂପାନୀ 450 ଜଣ କର୍ମଚାରୀଙ୍କୁ ଚାକିରୀରୁ ବିଦା କରିଛି । ବିଦା ହୋଇଥିବା କର୍ମଚାରୀଙ୍କୁ ନୂଆ ନିଯୁକ୍ତି ଦେଇଥିଲା ଓ୍ବିପ୍ରୋ । ତେବେ ନିଯୁକ୍ତି ପରେ କଂପାନୀ ସେମାନଙ୍କୁ ତାଲିମ ଦେଇଥିଲା ଏବଂ ତାଲିମ ପାଇବା ପରେ ମଧ୍ୟ ଏହି ନବ ନିଯୁକ୍ତ କର୍ମଚାରୀମାନେ ସନ୍ତୋଷଜନକ କାର୍ଯ୍ୟ କରି ପାରି ନ ଥିଲେ ବୋଲି ଓ୍ବିପ୍ରୋ କହିଛି । ଚାକିରୀରରୁ ବିଦା ହୋଇଥିବା ଏଭଳି କର୍ମଚାରୀଙ୍କ ସଂଖ୍ୟା 452 ବୋଲି ଓ୍ବିପ୍ରୋ କହିଛି । ପ୍ରତ୍ୟେକ ନବ ନିଯୁକ୍ତ କର୍ମଚାରୀଙ୍କ ପିଚ୍ଛା କଂପାନୀ ପ୍ରତି ମାସରେ 75 ହଜାର ଟଙ୍କା ଖର୍ଚ୍ଚ କରୁଛି ।

LEAVE A REPLY

Please enter your comment!
Please enter your name here