ପୋଲିସ ହାତରେ ଅଙ୍କିତାଙ୍କ ଚାଟିଂ
ଉତ୍ତରାଖଣ୍ଡ ଅଙ୍କିତା ଭଣ୍ଡାରିଙ୍କ ହତ୍ୟା ମାମଲାରେ ଏବେ ପୋଲିସ ହାତରେ ଲାଗିଛି ନୂଆ ତଥ୍ୟ । ମୃତ୍ୟୁ ପୂର୍ବରୁ ଅଙ୍କିତା ତାଙ୍କ ସାଙ୍ଗମାନଙ୍କ ସହ କରିଥିବା ହ୍ୱାଟସଆପ ଚାଟିଂ ପୋଲିସ ହାତରେ ଲାଗିଛି । ଚାଟିଂରେ ଅଙ୍କିତା ତାଙ୍କ...
ଅସିତ୍ ତ୍ରିପାଠୀ ଭୁବନେଶ୍ୱର କ୍ଲବ ସଭାପତି
ଭୁବନେଶ୍ୱର କ୍ଲବ ସଭାପତି ନିର୍ବାଚନରେ ବାଜି ମାରିଲେ ପୂର୍ବତନ ଆଇଏସ ଅଫିସର ଅସିତ୍ ତ୍ରିପାଠୀ । ତାଙ୍କୁ ମୋଟ୍ ୮୫୮ ଖଣ୍ଡ ଭୋଟ ମିଳିଛି । ସତ୍ୟପ୍ରକାଶ ନନ୍ଦଙ୍କୁ ହରାଇ ସେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସମ୍ପାଦକ...
ଅସୁସ୍ଥ ବାବୁସାନଙ୍କୁ ଭେଟିଲେ ତୃପ୍ତି
ଅଭିନେତା ବାବୁସାନ ଏବଂ ପତ୍ନୀ ତୃପ୍ତିଙ୍କ ବିବାଦ ପରେ ଆଜି ବାବୁସାନଙ୍କୁ ହସ୍ପିଟାଲରେ ଭେଟିଛନ୍ତି ପତ୍ନୀ ତୃପ୍ତି । ଗତକିଛି ଦିନ ଧରି ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବାବୁସାନ୍ । ଆଜି ତୃପ୍ତି...
ବିଜେଡି ନେତାଙ୍କ ମୃତ୍ୟୁ ସସପେନ୍ସ
ପୁରୀ ନିମାପଡା ନିର୍ବାଚନୀ ମଣ୍ଡଳ ଅନ୍ତର୍ଗତ ୧୧ ନମ୍ବର ଜୋନର ବିଜେଡି ଜିଲ୍ଲାପରିଷଦର ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କର ସନ୍ଦେହ ଜନକ ମୃତ୍ୟୁ । ଭୁବନେଶ୍ୱର ସ୍ଥିତ ଧର୍ମେନ୍ଦ୍ରଙ୍କ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଆଜି ସକାଳୁ ତାଙ୍କ ମୃତ ଦେହ ଉଦ୍ଧାର...
ଦିଲୀପ ତିର୍କୀ ହେଲେ ହକି ଇଣ୍ଡିଆ ସଭାପତି
ଦିଲୀପ ତିର୍କୀ ହେଲେ ହକି ଇଣ୍ଡିଆ ସଭାପତି । ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେଲେ ଦିଲୀପ । ଅନ୍ୟ ଦୁଇଜଣ ନାମାଙ୍କନ ପ୍ରତ୍ୟାହାର କଲେ । ପ୍ରଥମ ଓଡିଆ ଭାବରେ ହକି ଇଣ୍ଡିଆର ସଭାପତି ହୋଇଛନ୍ତି ଦିଲୀପ ତିର୍କୀ ।...
ଲଢିବେ ଗେହଲଟ
ଗାନ୍ଧି ପରିବାରରୁ କେହି କଂଗ୍ରେସ ସଭାପତି ହେବେନାହିଁ । ରାହୁଲ ଓ ସୋନିଆ ଗାନ୍ଧୀ କଂଗ୍ରେସ ସଭାପତି ନିର୍ବାଚନ ଲଢିବାକୁ ମନା କରିବା ପରେ ଏବେ ରାଜି ହୋଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । କଂଗ୍ରେସର ସଭାପତି ନିର୍ବାଚନ...
ଆସିଲା ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀଙ୍କ ସଂପତ୍ତି ତାଲିକା
ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ୨୦୨୧ ଡିସେମ୍ବର 31 ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋଟ ସଂପତ୍ତିର ମୂଲ୍ୟ 64 କୋଟି 87 ଲକ୍ଷ ଟଙ୍କା ରହିଛି । ଏବେବି ମୁଖ୍ୟମନ୍ତ୍ରୀଙ୍କ...
ବାବୁସାନ୍ ଅସୁସ୍ଥ
ବାବୁସାନ୍ ଅସୁସ୍ଥ ।ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି। ଅକ୍ସିଜେନ କମିଯିବାରୁ ଅସୁସ୍ଥ ହୋଇ ପଡିଥିଲେ ବାବୁସାନ୍।ବାବୁସାନ୍ ଙ୍କ ଚିକିତ୍ସା 6 ଦିନ ହେବ ଚାଲିଛି। ଏବେ ଅବସ୍ଥାରେ ସୁଧାର ଆସୁଛି। ଘରୋଇ ଡାକ୍ତରଖାନାରେ 6 ଜଣିଆ ଡାକ୍ତରୀ ଦଳ...
ବିଦା ହେଲେ 300 କର୍ମଚାରୀ
ମୁନଲାଇଟିଂ ପାଇଁ ଚାକିରୀ ହରାଇଲେ 300 କର୍ମଚାରୀ । ଉଇପ୍ରୋ କଂପାନୀ 300 କର୍ମଚାରୀଙ୍କୁ ଚାକିରୀରୁ ବିଦା କରିଛି । ବିଦା ହୋଇଥିବା କର୍ମଚାରୀମାନେ ମୁନଲାଇଟିଂରେ ସଂପୃକ୍ତ ଥିଲେ । ତେବେ ଉଇପ୍ରୋ ଭଳି ଅନ୍ୟ ଆଇଟି କଂପାନୀଗୁଡିକ ମଧ୍ୟ...
ଗଞ୍ଜେଇ ରେଡ୍ବେଳେ ରୂପା ଇଟା ସହ ଚାନ୍ଦି ଅଳଙ୍କାର ଜବତ
ଗଞ୍ଜେଇ ରେଡ୍ ବେଳେ ଧରାପଡିଲା ବିପୁଳ ରୂପା ଇଟା ସହ ଚାନ୍ଦି ଅଳଙ୍କାର । ଏବଂ ୧୦ରୁ ୧୨ ଲକ୍ଷ ଟଙ୍କା । ଟାଙ୍ଗି ଟୋଲଗେଟରେ ଯାଞ୍ଚ ବେଳେ ଧରିଲେ ଅବକାରୀ ସ୍କ୍ୱାର୍ଡ । ୧ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ...



















