ଦୁନିଆର ସବୁଠୁ ବଡ ଜଳମାର୍ଗ ଗଙ୍ଗା ବିଳାସର ଶୁଭାରମ୍ଭ
ଦୁନିଆର ସବୁଠୁ ବଡ ନଦୀ ପୋତ ଗଙ୍ଗା ବିଳାସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତରପ୍ରଦେଶର ବାରାଣସୀରୁ ଏହି ପୋତକୁ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ 32 ଜଣ ବିଦେଶୀ...
ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଠାବ
ମିଳିଲା ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ । ଆଠଗଡ ବ୍ରାହ୍ମଣବସ୍ତା ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ୩ଦିନ ଧରି ନିଖୋଜ ଥିଲେ ମହିଳା କ୍ରିକେଟର ରାଜଶ୍ରୀ । ଜଙ୍ଗଲରେ ଆକ୍ଟିଭା ଥୋଇ ଝୁଲିପଡିଥିବା ସନ୍ଦେହ କରାଯାଉଛି ।...
ନାଳ ଭିତରେ ଖସି ପଡିଲେ ବିଦେଶୀ ସାମ୍ବାଦିକ
ବାପ-ପୁଅ ରାତି ଅନିଦ୍ରା, ମୁଗୁରା .. ମେଲା ।
ଭୁବନେଶ୍ବର ଡୁମୁଡୁମା ଅଞ୍ଚଳରେ ଏକ ତାରକା ହୋଟେଲରେ ଥିବା ଦକ୍ଷିଣ କୋରିଆର ଜଣେ ଫଟୋ ସାମ୍ବାଦିକ ଆଜି ରାସ୍ତାକଡରେ ଥିବା ଡ୍ରେନ ଭିତରେ ଖସିପଡି ଆହତ ହୋଇଛନ୍ତି । ଫଟୋ...
ହକି ବିଶ୍ୱକପ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଜୟ ଜଗନ୍ନାଥ…ଜୟ ଜଗନ୍ନାଥ। ଏମିତି ଭାବେ ହକି ବିଶ୍ୱକପର ସ୍ୱାଗତ ସମାରୋହ ‘ସେଲିବ୍ରେସନ’ରେ ନିଜର ଅଭିଭାଷଣ ଆରମ୍ଭ କରି ସମସ୍ତଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ହକି ବିଶ୍ୱକପ ଆୟୋଜନ ପାଇଁ ସହଯୋଗ...
ଶ୍ରୀମନ୍ଦିରରେ ପଲପଲ ମୂଷା ,ଅସରପା
ମହାପ୍ରଭୁଙ୍କର ଗର୍ଭଗୃହରେ ମୂଷା ଆତଙ୍କ । ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ବିପଦସୃଷ୍ଟି କରିଛି ମୂଷା । ରତ୍ନ ସିଂହାସନରେ ବଡ ବଡ ମୂଷା ଆତଙ୍କ ସୃଷ୍ଟି କରିଛନ୍ତି । ମୂଷାମାନେ ଚାନ୍ଦୁଆରେ ରହୁଛନ୍ତି । ମହାପ୍ରଭୁଙ୍କ ପହଡ ପରେ ଅନ୍ଧାରର ସୁଯୋଗ...
ଆରମ୍ଭ ହେଲା ଗ୍ରାଣ୍ଡ ସେଲିବ୍ରେସନ
ବିଶ୍ୱକପ ହକି ପାଇଁ ଆରମ୍ଭ ହେଲା ଗ୍ରାଣ୍ଡ ସେଲିବ୍ରେସନ । ଡିଜେ ସଙ୍ଗୀତରେ କମ୍ପୁଛି ବାରବାଟୀ ଷ୍ଟାଡିୟମ । ବଲିଉଡ ଷ୍ଟାର ଦିଶା ପଟ୍ଟାନୀଙ୍କ ସହ ରଣବୀର ସିଂ ଜଲୱା ଟିକେ ଦେଖିବାକୁ ଷ୍ଟାଡିୟମରେ ଖଚାଖଚ ଭିଡ । ଲମ୍ବାଲାଇନ୍ରେ...
ଦ୍ୱିତୀୟ ସ୍ତ୍ରୀ ବୁଦ୍ଧିରେ ଝିଅକୁ ମାରିଦେଲା ବାପା
ସଇତାନ ସାଜିଲା ସାବତ ମା’ । ଜନ୍ମ ଦେଇନଥିଲା ବୋଲି ସଉତୁଣୀର ଝିଅକୁ ପୋଡି ମାରିଦେଲା । ଆଉ ଏହି କାମରେ ସାବତ ମାକୁ ସାହାର୍ଯ୍ୟ କଲା ଝିଅର ନିଜ ବାପା । ଏଭଳି ଦୁଖଃଦ ଓ ବର୍ବର...
ଦିନ ୨ଟା ପରେ ସ୍କୁଲ , କଲେଜ ଛୁଟି
କାଲି କଟକରେ ଦିନ ୨ଟା ପରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ । ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ସବୁ ବନ୍ଦ ରହିବ । ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ ବନ୍ଦ ରହିିବ । ଶିକ୍ଷାନୁଷ୍ଠାନ ବନ୍ଦ ନେଇ...
୪ହଜାର ଲୋକଙ୍କୁ କରାଗଲାଣି ସ୍ଥାନାନ୍ତର
ଆଜି ଉତ୍ତରାଖଣ୍ଡ ଯୋଶୀମଠରେ ଭଙ୍ଗାଯିବ ଅସୁରକ୍ଷିତ ହୋଟେଲ । ହୋଟେଲ ଭାଙ୍ଗିବାକୁ ବୁଲଡୋଜର ପହଁଞ୍ଚିଛି । କେବଳ ହୋଟେଲ ନୁହେଁ ଭଙ୍ଗା ହେବା ତାଲିକାରେ ରହିଛି ୧୦୦ରୁ ଅଧିକ ବିପଦ ସଙ୍କୁଳ ଘର । ଭଙ୍ଗା ହେବା ପୂର୍ବରୁ ଲୋକଙ୍କ...
କାଲି ହକି ବିଶ୍ୱକପ ଉଦଘାଟନୀ
ମଇଦାନ ପ୍ରସ୍ତୁତ, ଦର୍ଶକ ବି ପ୍ରସ୍ତୁତ । ସବୁଦେଶର ଖେଳାଳୀ ବି ପହଁଞ୍ଚିସାରିଛନ୍ତି । ୧୩ ତାରିଖରୁ ଆରମ୍ଭ ହେବ ହକି ମହାକୂମ୍ଭ । ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ । ମଞ୍ଚରେ ଜଲୱା ଦେଖାଇବେ ରଣବୀର ସିଂ,...
















