ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ
ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ । ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ନୀତିଶ କୁମାର ।
ବିହାରରେ ମେଣ୍ଟ ଭାଙ୍ଗିଲା
ବିହାରରେ ମେଣ୍ଟ ଭାଙ୍ଗିଲା । ବିଜେପି, ଜେଡିୟୁ ମେଣ୍ଟ ଭାଙ୍ଗିବା ନେଇ ଚର୍ଚ୍ଚା ହେଉଛି । ବିଜେପି ହାତ ଛାଡି ପୁଣି ଆରଜେଡିକୁ ସାଥୀ କରିବେ ନୀତିଶ । ନୂଆ ସରକାର ଗଢିବା ନେଇ ରାଜ୍ୟପାଳଙ୍କୁ ଭେଟିବେ ନୀତିଶ କୁମାର...
4 ଜିଲ୍ଲାରେ ରେଡ୍ ଓ୍ବାଣ୍ଣିଂ
ରାଜ୍ୟରେ ଲଗାଣବର୍ଷା ଲାଗି ରହିବା ଯୋଗୁ ଦକ୍ଷିଣ ଓଡିଶାର ସ୍ଥିତି ବେହାଲ ହୋଇପଡିଛି । ସମ୍ବଲପୁର, ଅନୁଗୁଳ, ବରଗଡ, କେନ୍ଦୁଝର ଜିଲ୍ଲାରେ ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି କରାଯାଇଛି । ଆସନ୍ତା 24 ଘଣ୍ଟା ଭିତରେ ଏହି...
ସମୁଦ୍ରରେ ଭାସିଗଲେ ୩ ପର୍ଯ୍ୟଟକ, ଜଣେ ମୃତ
ପୁରୀ ସମୂଦ୍ରରେ ଭାସିଗଲେ ୩ ପର୍ଯ୍ୟଟକ । ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଥିବାବେଳେ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଗାଧୋଇବାବେଳେ ସମୁଦ୍ରରେ ବୁଡିଯାଇଥିଲେ ୩ ପର୍ଯ୍ୟଟକ । ୨ ଜଣଙ୍କୁ ଲାଇଫଗାର୍ଡ ସୁରକ୍ଷିତ ଭାବେ...
ପ୍ରକାଶ ପାଇଲା ଯ଼ୁକ୍ତଦୁଇ କଳା ପରୀକ୍ଷା ଫଳ
ପ୍ରକାଶ ପାଇଲା ଯୁକ୍ତଦୁଇ କଳା ପରୀକ୍ଷା ଫଳ I ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ହୋଇଥିବା ଏହି ପରୀକ୍ଷାରେ ପାସ୍ ହାର ରହିଛି 82.10 ପ୍ରତିଶତ I ଚଳିତବର୍ଷ 2 ଲକ୍ଷ 13 upej 406 ଛାତ୍ରଛାତ୍ରୀ...
ଗୋଟିଏ ମଞ୍ଚରେ ଶାହ-ନବୀନ
ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ବରିଷ୍ଠ ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ଇନଡୋର ଷ୍ଟାଡିୟମରେ ଆୟୋଜିତ ପ୍ରଜାତନ୍ତ୍ରର ୭୫ ତମ ପ୍ରତିଷ୍ଠା ଉତ୍ସବରେ ଏହି ଦୁଇ ନେତା ଏକାଠି...
ଆଜିଠୁ ଆରମ୍ଭ ହେଲା, 10 ଯାଏଁ ବର୍ଷିବ
କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହୋଇଛି । ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯ଼ାୟୀ, ଆଜିଠାରୁ 10 ତାରିଖ ଯାଏଁ 17 ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ...
୪୧ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ
ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ସଦର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ୪୧ ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପ୍ରଥମେ ଗତ ବୁଧବାର ୧୨ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଗୁରୁବାର ଆଉ ୨୯ ଜଣ ପଜିଟିଭ୍ ବାହାରିଛନ୍ତି...
୪ ଜଣଙ୍କୁ ଗିରଫ କଲା ସିବିଆଇ
ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍ ପରେ ୪ ଜଣ ଗିରଫ ହୋଇଛନ୍ତି । ଜଣେ ବରିଷ୍ଠ ଅଧିକାରୀଙ୍କ ସହିତ ୪ ଜଣଙ୍କୁ ଗିରଫ କରିଛି ସିବିଆଇ । ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ...
କଂଗ୍ରେସର ଜୋରଦାର ବିରୋଧ, ପ୍ରିୟଙ୍କା ଅଟକ
ଦିଲ୍ଲୀରେ କଂଗ୍ରେସର ଜୋରଦାର ଆନ୍ଦୋଳନ । ଦରଦାମ ବୃଦ୍ଧି ବିରୋଧରେ କଂଗ୍ରେସର ‘ଚଲୋ ରାଷ୍ଟ୍ରପତି ଭବନ’ ଅଭିଯାନ । ହଜାର ହଜାର କଂଗ୍ରେସ ସମର୍ଥକଙ୍କ ନାରାବାଜିରେ କମ୍ପିଲା ଦିଲ୍ଲୀ । କଂଗ୍ରେସ ସାଂସଦମାନେ ପାର୍ଲାମେଣ୍ଟରୁ ରାଷ୍ଟ୍ରପତି ବବନ ଚଲୋ...
















