31.7 C
Bhubaneswar
Saturday, August 8, 2026
-Advertisement-

କଂଗ୍ରେସର ଜୋରଦାର ବିରୋଧ, ପ୍ରିୟଙ୍କା ଅଟକ

ଦିଲ୍ଲୀରେ କଂଗ୍ରେସର ଜୋରଦାର ଆନ୍ଦୋଳନ । ଦରଦାମ ବୃଦ୍ଧି ବିରୋଧରେ କଂଗ୍ରେସର ‘ଚଲୋ ରାଷ୍ଟ୍ରପତି ଭବନ’ ଅଭିଯାନ । ହଜାର ହଜାର କଂଗ୍ରେସ ସମର୍ଥକଙ୍କ ନାରାବାଜିରେ କମ୍ପିଲା ଦିଲ୍ଲୀ । କଂଗ୍ରେସ ସାଂସଦମାନେ ପାର୍ଲାମେଣ୍ଟରୁ ରାଷ୍ଟ୍ରପତି ବବନ ଚଲୋ...

ବାବୁସାନଙ୍କ ଜାମିନ୍ ଆବେଦନ ଅନ୍ତ

ଓଲିଉଡ ଷ୍ଟାର ବାବୁସାନଙ୍କର ଜାମିନ ଆବେଦନର ପୂର୍ଣ୍ଣଛେଦ । ହାଇକୋର୍ଟରେ ବାବୁସାନଙ୍କ ଆଗୁଆ ଜାମିନ୍ ଆବେଦନର ଅନ୍ତ ଘଟିଛି । ତଦନ୍ତରେ ସହଯୋଗ କରୁଥିବାରୁ ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ପତ୍ନୀ ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁସାନଙ୍କ ବିରୋଧରେ...

ସିବିଆଇ ସ୍କାନରରେ ମହିମା ମିଶ୍ର

ସିବିଆଇ ସ୍କାନରରେ ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ର । କଟକ ସ୍ଥିତ ଓଏସଏଲ ଅଫିସରେ ସିବିଆଇ ରେଡ୍ । ପାରାଦୀପର କିଛି ସ୍ଥାନରେ ମଧ୍ୟ ସିବିଆଇ ରେଡ କରୁଥିବା ସୂଚନା ମିଳିଛି । କଟକ ଓଡିଆ ବଜାର ସ୍ଥିତ...

୫ରୁ ପ୍ରବଳ ବର୍ଷା

ଶନିବାରଠାରୁ ପ୍ରବଳ ବର୍ଷା ସମ୍ଭାବନା । ୫ରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ । ୫-୬ରେ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୭ରୁ ବର୍ଷାର ତୀବ୍ରତା ବଢିବ । ୭ ତାରିଖରେ କିଛି...

ଆଉ ଏକ ଯୁଦ୍ଧ ଆଶଙ୍କା

ତାଇୱାନକୁ ନେଇ ଆମେରିକା-ଚୀନ ମୁହାଁମୁହିଁ । ତାଇୱାନ ଗସ୍ତ ଶେଷ କରି ଆମେରିକା ଅଭିମୁଖେ ଉଡାଣ ଭରିଛନ୍ତି ଆମେରିକା କଂଗ୍ରେସ ବାଚସ୍ପତି ନାନସି ପେଲୋସି । ଚୀନର କଡା ଚେତାବନୀ ସତ୍ତ୍ୱେ ନାନସି ତାଇୱାନ ରାଷ୍ଟ୍ରପତିଙ୍କୁ ଭେଟି ଖୋଲା ସମର୍ଥନ...

ନିର୍ଦ୍ଦୋଶରେ ଖଲାସ ହେଲେ ପପୁ

ଭୁବନେଶ୍ୱର ବହୁ ଚର୍ଚ୍ଚିତ କାଷ୍ଟିଂକାଉଚ୍ ମାମଲା । ପପୁ ପମପମକୁ କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଛି । କେବଳ ପପୁ ନୁହଁନ୍ତି ତାଙ୍କ ସହଯୋଗୀ ଟିଟୁ ମଧ୍ୟ ନିର୍ଦ୍ଦୋଶରେ ଖଲାସ ହୋଇଛି । ସ୍ୱତନ୍ତ୍ର ପକ୍ସୋ କୋର୍ଟ ଉଭୟଙ୍କୁ ...

ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୦ ମୃତ

ମଧ୍ୟପ୍ରଦେଶ ଜବଲପୁରର ଏକ ପ୍ରାଇଭେଟ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ଏବେ ସୁଦ୍ଧା ଏଥିିରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତ୍ତର ଅଛନ୍ତି । ଶିବନଗରରେ ସ୍ଥିତ ନ୍ୟୁଲାଇଫ୍ ମଲ୍ଟିସ୍ପେଶାଲିଟି ହସ୍ପିଟାଲରେ ଲାଗିଛି ନିଆଁ । ହସ୍ପିଟାଲରେ...

ବର୍ଷା ବଦଳରେ ଆକାଶରୁ ଝରୁଛି ନିଆଁ

ଶ୍ରାବଣ ମାସରେ ଅସହ୍ୟ ତାତି ସହ ପ୍ରବଳ ଗୁଳୁଗୁଳି । ସମସ୍ତ ଜିଲ୍ଲାରେ ଅସହ୍ୟ ଗରମରେ ହନ୍ତସନ୍ତ ଲୋକେ । ଅନଗୁଳରେ ସର୍ବାଧିକ ୩୬ ଦଶମିକ ୧ , ସମ୍ବଲପୁର ୩୬ ସେଲସିୟସ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି...

ଭାରତକୁ ମିଳିଲା ଦ୍ୱିତୀୟ ସ୍ୱର୍ଣ୍ଣ ପଦକ

ବର୍ମିଂହୋମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ମିଳିଲା ଦ୍ୱିତୀୟ ସ୍ୱର୍ଣ୍ଣ ପଦକ । ଭାରୋତ୍ତୋଳନରେ ମିଜୋରାମର ୧୯ ବର୍ଷର ଜେରେମି ଲାଲରିନୁଙ୍ଗାଙ୍କୁ ମିଳିଛି ସ୍ୱର୍ଣ୍ଣ ପଦକ । ୬୭ କିଲୋ ଭାରୋତ୍ତୋଳନରେ ୩୦୦ କେଜି ଉଠାଇ ଜିତିଛନ୍ତି ସ୍ୱର୍ଣ୍ଣ ପଦକ...

ପରଲୋକରେ ନିର୍ମଳା ମିଶ୍ର

ଆରପାରିରେ କଣ୍ଠଶିଳ୍ପୀ ନିର୍ମଳା ମିଶ୍ର । କୋଲକାତାର ସଲ୍ଟ ଲେକରେ ଥିବା ଘରେ ନିର୍ମଳା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୮୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଏକାଧିକ ଓଡିଆ ଏବଂ ବଙ୍ଗଳା ଫିଲ୍ମରେ ସେ...
- Advertisement -

Latest article

Date limite du bonus de bienvenue Stake : ne le laissez pas expirer

SommaireComprendre la période de validité de votre bonus StakeLes conditions de mise (Wagering Requirements) et le compte à reboursGuide étape par étape pour éviter...

Estave Instant Cashback vs Weekly Cashback

ContentsHow Instant Cashback Works at EstaveUnderstanding the Weekly Cashback ModelKey Differences: A Side-by-Side ComparisonWhich Cashback Offer Should You Choose?Common Terms and How to Claim...

Betmica Three Card Poker Optimal Play

ContentsThe Basic Rules and Your Two BetsOptimal Strategy for the Play BetUnderstanding the House Edge and RTPCommon Strategic Mistakes to AvoidMaximizing Your Play with...