ଆଜି ଶେଷଦିନ , କାଲିଠୁ ପଡିବ ଫାଇନ୍
୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଜି ହେଉଛି ଆୟକର ରିଟର୍ଣ୍ଣ ଦାଖଲର ଶେଷ ଦିନ । ଆଜି ସଂଧ୍ୟା ସୁଦ୍ଧା ଆୟକର ଦାତାମାନେ ନିଜର ରିଟର୍ଣ୍ଣ ଫାଇଲ କରିପାରିବେ । ଗତକାଲି ସଂଧ୍ୟା ୮ଟା ସୁଦ୍ଧା ୫କୋଟି ୧୦ ଲକ୍ଷରୁ...
ଡିପିରେ ତ୍ରିରଙ୍ଗା ରଖିବାକୁ ମୋଦିଙ୍କ ଆହ୍ୱାନ
ସାରା ଦେଶବାସୀଙ୍କୁ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୯୧ ତମ ଏପିସୋଡରେ ଦେଶବାସୀଙ୍କୁ ବାର୍ତ୍ତା ଦେଇଛନ୍ତି ଯେ, ଏଥର ମନ କି ବାତ୍ ସବୁଠୁ ଗୁରୁତ୍ୱୂପର୍ଣ୍ଣ । ଏହାର କାରଣ...
ବିଜେପିର ନୂଆ ବିରୋଧୀ ଦଳ ନେତା
ବିଜେପି ଘୋଷଣା କରିଛି ନୂଆ ବିରୋଧୀ ଦଳ ନେତା । ବିରୋଧୀ ଦଳ ନେତା ଭାବେ ଜୟନାରାୟଣ ମିଶ୍ରଙ୍କ ନା ଘୋଷଣା ହୋଇଛି । ରାଜ୍ୟ ବିଜେପି ତରଫରୁ ପ୍ରେସମିଟ୍ କରାଯାଇ ଜୟନାରାୟଣ ନାଁ ଘୋଷଣା କରିଛନ୍ତି ରାଜ୍ୟ...
3 କୋଟି 92 ଲକ୍ଷ 20 ହଜାର ଟଙ୍କାର ସଂପତ୍ତି ଆଟାଚ୍ କରିଛି ଇଡି
ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ସଂପତ୍ତି ଆଟାଚ୍ କରିଛି ଇଡି । ଏସବିଆଇ ବ୍ୟାଙ୍କ ଆକାଉଣ୍ଟରେ ଥିବା 25 ଲକ୍ଷ ଟଙ୍କା ଏବଂ ନୂଆଦିଲ୍ଲୀ ସ୍ଥିତ ନୋଏଡାରେ ଥିବା ମିଡିଆ ଗୁରୁ ସଂପତ୍ତିକୁ ଆଟାଚ୍ କରିଛି ଇଡି ।...
ପାର୍ଥ ଚାଟାର୍ଜୀ ଆଉଟ୍
ପଞ୍ଚିମବଙ୍ଗ ମନ୍ତ୍ରୀମଣ୍ଡଳରୁ ପାର୍ଥ ଚାଟାର୍ଜୀ ବିଦା ହୋଇଛନ୍ତି । ତାଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରିଛନ୍ତି ପଶ୍ଚିମବଙ୍ଗ ସରକାର । ମମତା ବାନାର୍ଜୀ ସରକାରରେ ଶିଳ୍ପ, ବାଣିଜ୍ୟ, ଆଇଟି ଓ ସଂସଦୀୟ ବ୍ୟାପାର ବିଭାଗୀୟ ମନ୍ତ୍ରୀ ଥିଲେ । ନିକଟରେ...
‘ମୁଁ କ୍ଷମା ମାଗିବିନି’
କ୍ଷମା ମାଗିବାର ପ୍ରଶ୍ନ ଉଠୁନି କି ମୁଁ କ୍ଷମା ମାଗିବିନି । ରାଷ୍ଟ୍ରପତି କହିବା ବଦଳରେ ରାଷ୍ଟ୍ରପତ୍ନୀ କହି ଏବେ ଚର୍ଚ୍ଚାରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ । ଅଧୀରଙ୍କ ଏହି ମନ୍ତବ୍ୟକୁ ନେଇ ଉଭୟ ଲୋକସଭା ଏବଂ...
କାର୍ଗିଲ ବିଜୟ ଦିବସ ଅବସରରେ ତକ୍ଷକ ଟିଭିର ମହାନାୟକ ସମ୍ମାନ ସମାରୋହ
26 ଜୁଲାଇ କାର୍ଗିଲ ବିଜୟ ଦିବସ ଅବସରରେ ତକ୍ଷକ ଟିଭି ପକ୍ଷରୁ ଆୟୋଜିତ ହୋଇଥିଲା ମହାନାୟକ ସମ୍ମାନ ସମାରୋହ । ଭୁବନେଶ୍ବରରେ ଆୟୋଜିତ ଏହି ସମାରୋହରେ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନଗୋ, ବ୍ରିଗେଡିୟର ଗିରିଜା ପ୍ରସାଦ ପାଣିଗ୍ରାହୀ, କର୍ଣ୍ଣେଲ...
ଏମବିଏରେ ଶ୍ରଦ୍ଧାରବିନ୍ଦ ଟପ୍ପର,ଏମସିଏରେ ଈଶାନ୍ତ
ପ୍ରକାଶ ପାଇଛି ଚଳିତବର୍ଷର ଓଜେଇଇ ରେଜଲ୍ଟ । ଓଜେଇଇ ରେଜଲ୍ଟ ଘୋଷଣା କଲେ ଦକ୍ଷତା ବିକାଶ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ । । ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ପ୍ରକାଶ ପାଇଛି । www.ojee.nic.in...
ଦ୍ରୌପଦୀ ମୋ ଅସଲ ନାଁ ନୁହେଁ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏକ ପୁରୁଣା ସାକ୍ଷାତକାର ସାମ୍ନାକୁ ଆସିଛି । ଏହି ଭିଡିଓରେ ଦ୍ରୌପଦୀ କହିଛନ୍ତି ଯେ, ଦ୍ରୌପଦୀ ମୋର ଅସଲି ନାଁ ନୁହେଁ । ମୋର ଏହି ନାଁ ରଖିଛନ୍ତି ମୋ ଟିଚର । ମହାଭାରତର...
ଅତ୍ୟାଧୁନିକ କାରରେ ରହିଛି ଏହି ସବୁ ସୁବିଧା
ରାଷ୍ଟ୍ରପତି ଭାବରେ ଦାୟିତ୍ୱ ନେବାପରେ ଏବେ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ଏକ ଅତ୍ୟାଧୁନିକ ଏବଂ ସୁପର ପ୍ରୋଟେକ୍ଟେଡ କାର୍ । କଳାରଙ୍ଗର ମର୍ସିଡିଜ୍ ବେଞ୍ଜ S-୪୦୦ସ୍ୱତନ୍ତ୍ର ଷ୍ଟିଲରେ ନିର୍ମାଣ ହୋଇଛି । । ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ବିଶେଷଙ୍କ ପାଖରେ...
















