ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ନେତା ତଥା ମନ୍ତ୍ରୀ ଅଖିଳ ଗିରୀଙ୍କ ଅଶାଳୀନ ମନ୍ତବ୍ୟ । ରାଷ୍ଟ୍ରପତିଙ୍କ ରୂପକୁ ନେଇ ପଶ୍ଚିମବଙ୍ଗର ନନ୍ଦିଗ୍ରାମର ଗୋଟିଏ ଜନସଭାରେ ତାଚ୍ଛଲ୍ୟ କରିଛନ୍ତି ଟିଏମସି ନେତା ଅଖିଳେଶ ଗିରି । ଆମେ ରାଷ୍ଟ୍ରପତିଙ୍କର ଚେୟାରକୁ ସମ୍ମାନ ଦଉଛୁ କିନ୍ତୁ ଆମ ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି ବୋଲି ଜନସଭାରେ ତାଚ୍ଛଲ୍ୟ କରିଛନ୍ତି ଅଖିଳ । ଏହାକୁ ନେଇ ଏବେ ବିଭିନ୍ନ ମହଲରେ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ମନ୍ତବ୍ୟେରେ ସିଧା ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛି ବିଜେପି ।

LEAVE A REPLY

Please enter your comment!
Please enter your name here