୯ଦିନରେ ୮ ଥର ବଢିଲାଣି ତେଲ ଦର
ହୁ ହୁ ହୋଇ ବଢିବାରେ ଲାଗିଛି ତେଲ ଦର । ଆଜି ପୁଣି ତୈଳ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଓ ଜିଜେଲ୍ ଲିଟର ପ୍ରତି ୮୦ ପଇସା ଲେଖାଁଏ ବୃଦ୍ଧି ପାଇଛି। ଗତ ୯ ଦିନ ମଧ୍ୟରେ ତେଲ...
ରାଷ୍ଟ୍ରପତି ନିର୍ବାଚନରେ ବିଜେପି ଆଡକୁ ଢଳିବେ କି ନବୀନ !
ଆସନ୍ତା ଜୁଲାଇ 24ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ତେଣୁ କିଏ ହେବେ ପରବର୍ତ୍ତୀ ରାଷ୍ଟ୍ରପତି, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଯଦିଓ ନିକଟରେ ସରିଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ...
ପୁଣି ବିବାହ କରିବେ 2015 ଆଇଏଏସ ଟପ୍ପର ଟିନା
ଇନଷ୍ଟାଗ୍ରାମରେ ଖୁବ୍ ଲୋକପ୍ରିୟ 2015 ଆଇଏଏସ ଟପ୍ପର ଟିନା ଡାବି ପୁଣିଥରେ ବିବାହ କରିବାକୁ ଯାଉଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ନିଜର ଭାବି ସ୍ବାମୀଙ୍କ ସହ କିଛି ଫଟୋ ସେୟାର କରିଛନ୍ତି । ଖୁବଶୀଘ୍ର ସେ ବିବାହ...
କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଶର୍ମିଷ୍ଠା
ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଗିରଫ ଶର୍ମିଷ୍ଠା ରାଉତଙ୍କ ସମେତ ଚାରିଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ । ରିମାଣ୍ଡରେ ଆସିଥିବା ଅଭିଯୁକ୍ତମାନେ ହେଲେ ଶର୍ମିଷ୍ଠା ରାଉତ, ପୂର୍ବତନ ଓଆଇଏସ ଅଧିକାରୀ ନିରଞ୍ଜନ ସେଠୀ, ଶର୍ମିଷ୍ଠାଙ୍କ ସହଯୋଗୀ...
ଗିରଫ ହେଲେ ଓ୍ବେବ ଚ୍ୟାନେଲ ମାଲିକାଣୀ
ଶର୍ମିଷ୍ଠା ରାଉତ ଗିରଫ । ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ବି ଗିରଫ କରିଛି କ୍ରାଇମବ୍ରାଞ୍ଚ ।...
ଭୁବନେଶ୍ୱରରେ ଅଟକିଲା ବସ୍ , ଟ୍ରେନ୍
ଅଟକିଲା ଟ୍ରେନ, ଅଟକୁଛି ବସ୍ । ୧୨ ଦଫା ଦାବି ନେଇ ଆଜିଠୁ ଦୁଇ ଦିନିଆ ବନ୍ଦ ଡାକରା ଦେଇଛନ୍ତି ଟ୍ରେଡ ୟୁନିୟନ ସଙ୍ଗଠନ । ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ଭୁବନେଶ୍ୱର,...
କିଏ କେତେ ଭୋଟ ପାଇଲେ
ପୌରାଧ୍ୟକ୍ଷ ନିର୍ବାଚନରେ ବିଜେଡିକୁ ସର୍ବାଧିକ ମିଳିଛି 48 ପ୍ରତିଶତ ଭୋଟ । ବିଜେପିକୁ 29 ଏବଂ କଂଗ୍ରେସକୁ 12 ଏବଂ ସ୍ବାଧୀନ ପ୍ରାର୍ଥୀଙ୍କ ସପକ୍ଷରେ 9 ପ୍ରତିଶତ ଭୋଟ ମିଳିଛି । ସେହିପରି କାଉନସିଲର ଭୋଟରେ ବିଜେଡି ସର୍ବାଧିକ 50...
2 ଲକ୍ଷ କୋଟି ଟଙ୍କାର ବଜେଟକୁ ଅନୁମୋଦନ
2022-23 ଆର୍ଥିକ ବର୍ଷ ପାଇଁ ଦୁଇ ଲକ୍ଷ କୋଟି ଟଙ୍କାର ବଜେଟକୁ ଅନୁମୋଦନ ଦେଇଛି ମନ୍ତ୍ରୀ ପରିଷଦ । ଆସନ୍ତା 30 ତାରିଖରେ ଗୃହରେ ଆଗତ କରାଯିବ କାମଚଳା ବଜେଟ । ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ...
ଦିଲ୍ଲୀ ମିଡ୍ ଡେ ରୁ ବିଏମସି
ସାମ୍ବାଦିକରୁ ରାଜଧାନୀ ଭୁବନେଶ୍ବରର ମେୟର । ଭୁବନେଶ୍ବର ମହାନଗର ନିଗମର ପ୍ରଥମ ମହିଳା ମେୟର ସୁଲୋଚନା ଦାସ । ସାମ୍ବାଦିକ ଭାବେ ଦିଲ୍ଲୀ ମିଡ୍ ଡେ ରେ କ୍ୟାରିଅର ଆରମ୍ଭ କରିଥିଲେ ସୁଲୋଚନା । ପରେ ସେ ନୂଆଦିଲ୍ଲୀରେ ବିଜିନେସ...
ବ୍ରହ୍ମପୁର ମେୟର ହେଲେ ସଂଘମିତ୍ରା ଦଳେଇ
ବ୍ରହ୍ମପୁରରେ ମେୟର ଭାବେ ନିର୍ବାଚିତ ହୋଇଛନ୍ତି ବିଜେଡିର ସଂଘମିତ୍ରା ଦଳେଇ । ମିଳିଥିବା ସୂଚନା ଅନୁଯାୟୀ ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ସବିତା ସୁଆରଙ୍କୁ 20, 236 ଭୋଟରେ ହରାଇଛନ୍ତି ।
















