ଦ୍ରୌପଦୀଙ୍କୁ ଭୋଟ ଦେଲେ ମୋକିମ
ରାଷ୍ଟ୍ରପତି ନିର୍ବାଚନକୁ ନେଇ କଂଗ୍ରେସରେ ଫାଟ । ବିଧାନସଭାରେ ଦଳର ୯ ଜଣ ବିଧାୟକ ଥିବାବେଳେ ଦଳର ନିର୍ଦ୍ଦେଶ ଭାଙ୍ଗି କଟକ ବାରବାଟୀର ବିଧାୟକ ମହମ୍ମଦ ମୋକିମ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି । ...
ଦ୍ରୌପଦୀଙ୍କ ବିଜୟ ପାଇଁ ଦୀପଦାନ
ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଜିତାଇବା ପାଇଁ ଦେଶବ୍ୟାପୀ ବିଜେପି ପକ୍ଷରୁ ବିଭିନ୍ନ ମନ୍ଦିର ପାଖରେ ଦୀପଦାନ ଓ ପୂଜାର୍ଚ୍ଚନା କରାଯ଼ାଉଛି I ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ I ଏଥିପାଇଁ ଆଜି ଭୁବନେଶ୍ବର...
ମାସ୍କ ନାହିଁ ତ ତେଲ ନାହିଁ
ବଢିଲା କୋଭିଡ କଟକଣା I ମାସ୍କ ନାହିଁ ତ ବଜାରରେ ଜିନିଷ ମିଳିବନି I ଦୋକାନରେ ନୋ ମାସ୍କ ନୋ ଏଣ୍ଟ୍ରି ଲେଖିବାକୁ ବିଏମସି ନିୟମ କରିଛି I ଏପରିକି ପେଟ୍ରୋଲ ଟାଙ୍କିରେ ବି ମାସ୍କ ନ ପିନ୍ଧିଲେ ପେଟ୍ରୋଲ...
ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ଅଡିସନ ରାଉଣ୍ଡ୍ ଫଳାଫଳ
ଓଡିଆ ଡିଜିଟାଲ ଚ୍ୟାନେଲ ତକ୍ଷକ ଟିଭି ପକ୍ଷରୁ ଆୟୋଜିତ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ‘ଜଗନ୍ନାଥ ହୋ ..’ର ଫାଇନାଲ ରାଉଣ୍ଡ ଆସନ୍ତା 20 ତାରିଖ ସଂଧ୍ୟାରେ ଭୁବନେଶ୍ବର ସ୍ଥିତ ଜୟଦେବ ଭବନରେ ଅନୁଷ୍ଠିତ ହେବ I ତିନୋଟି ରାଉଣ୍ଡ ସବ...
ଟିମ୍ ଇଣ୍ଡିଆରୁ କୋହଲି ଆଉଟ୍!
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-ଟ୍ୱେଣ୍ଟି ପାଇଁ ଯେଉଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି । ସେହି ଟିମ୍ରେ ନାହାଁନ୍ତି ବିରାଟ କୋହଲି । ତେଣୁ ତାଙ୍କୁ ଟିମରୁ ଡ୍ରପ୍ କରାଯାଇଛି କିମ୍ବା ଆହତ କାରଣରୁ ସେ ବାଦ୍ ପଡିଛନ୍ତି ନାଁ ତାଙ୍କୁ...
ଅଡୁଆରେ ବିଧାୟକ ବିଜୟ ଶଙ୍କର
ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ପାଇଁ ବଢିଲା ଅଡୁଆ । ବିଧାୟକଙ୍କରେ ବିରୋଧରେ ତାଙ୍କ ବାନ୍ଧବୀ ଆଣିଥିବା ସେକ୍ସ ର୍ୟାକେଟ କାରବାର ଅଭିଯୋଗର ତଦନ୍ତ କରିପାରେ କ୍ରାଇମବ୍ରାଞ୍ଚ । ଜଗତସିଂହପୁର ଏସପି ଘଟଣାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛନ୍ତି...
ଟେନସନ ବଢାଇଲାଣି ସଙ୍କ୍ରମଣ
ରାଜ୍ୟରେ ବଢୁଛି କୋଭିଡ ସଙ୍କ୍ରମଣ । ଗତକିଛି ଦିନ ହେଲା ଜାରି ରହିଥିବା ୫ ଶହ ଟ୍ରେଣ୍ଡକୁ ଡେଇଁ ସିଧା 900 ପାଖାପାଖି ପହଁଞ୍ଚିଛି ଦୈନିକ ସଙ୍କ୍ରମଣ ସଂଖ୍ୟା । ରାଜ୍ୟରେ ଦୈନିକ କରୋନା ସଙ୍କ୍ରମଣ ୮୦୦ ଟପିଲା ।...
ରୁଚିକାଙ୍କୁ ନ୍ୟାୟ ଦାବିରେ ବନ୍ଦ
ଆସନ୍ତା 19 ତାରିଖରେ ଓଡିଶା ବନ୍ଦ । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ମାମଲାରେ ପୋଲିସର ବିଫଳତା ପ୍ରତିବାଦରେ ଏବଂ ରୁଚିକାଙ୍କୁ ନ୍ୟାୟ ଦେବା ଦାବିରେ ଓଡିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଘ ।...
୭୫ ଦିନିଆ ସ୍ପେଶାଲ ଡ୍ରାଇଭ
ଧିରେ ଧିରେ ବଢିବାରେ ଲାଗିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କରୋନା କବଳରୁ ଦୂରରେ ରହିବାକୁ ଗଲେ ବୁଷ୍ଟର ଡୋଜ୍ ନିହାତି ଆବଶ୍ୟକ । ତେଣୁ ଜୁଲାଇ ୧୫ରୁ ମାଗଣାରେ ଦିଆଯିବ କରୋନା ପ୍ରିକସନ୍ ଡୋଜ୍ ଟିକା । ୧୮ରୁ...
୭ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଗ୍ରୀନ ଚିଲି
ଭୁବନେଶ୍ୱର ମାଷ୍ଟକ୍ୟାଣ୍ଟିନ୍ ଛକରେ ଥିବା ଗ୍ରିନ୍ ଚିଲି ସିଲ୍ । ୭ଦିନ ପାଇଁ ସିଲ୍ କଲା ଭୁବନେଶ୍ୱର ମହାନଗର ନିଗମ । ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଖାଦ୍ୟ ତିଆରି କରାଯାଉଥିବାରୁ ଦୋକାନକୁ ସିଲ୍ କରାଯାଇଛି । ବିଏମସି...

















