ପୁଅ, ଝିଅଙ୍କ ସହ ମାଆଙ୍କ ଇସ୍ତଫାକୁ ଗ୍ରହଣ କଲାନି ଦଳ
ଯେତେ ଯାହା କଲେ ବି କଂଗ୍ରେସର କିଛି ପରିବର୍ତ୍ତନ ହେଉନି । ବରଂ ପ୍ରତିଥର ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପୁରୁଖା ନେତାଙ୍କ ଚିନ୍ତା ବଢାଇ ଦେଇଛି । ନିକଟରେ ଶେଷ ହୋଇଥିବା ପା଼ଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର...
ଚୀନ୍ ରେ ଲକଡାଉନ୍ ଘୋଷଣା
ପୁଣି ଡରାଇଲାଣି କରୋନା ଭାଇରସ । ଗତ ୨୪ ଘଣ୍ଟାରେ ଦେଶରେ ୧୩ ଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଲେଣି । ୩୫୭୯ ଲୋକଙ୍କ ମୃତ୍ୟୁ ହୋଇଛି । ବିଶେଷକରି ଚୀନରେ ଏବେ ପୁଣି ବଢିବାରେ ଲାଗିଛି ଆକ୍ରାନ୍ତଙ୍କ...
ଦୁଇ ଦିନ ପାଇଁ ଏହି ସବୁ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ
ଆସନ୍ତା ୧୬ ତାରିଖରୁ ରାଜ୍ୟରେ ବଢିବ ତାତି । ବିଶେଷକରି ପଶ୍ଚିମ ଓଡିଶାର କିଛି ସ୍ଥାନରେ ଅସହ୍ୟ ଗ୍ରୀଷ୍ମ ଲହରୀ ଆଶଙ୍କା ରହିଛି । ଭାରତୀୟ ପାଣିପାଗ ବିଭାଗ ଆଇଏମଡି ଏଭଳି ପୂର୍ବାନୁମାନ କରିଛି । ୧୬ ଏବଂ ୧୭...
କେଉଁ ଜିଲ୍ଲାରେ କିଏ ହେଲେ ଜିଲ୍ଲା ପରିଷଦ ସଭାପତି
ଆଜି ବିଭିନ୍ନ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧକ୍ଷ୍ୟ ନିର୍ବାଚନ ହେଉଛି । ରାଜ୍ୟର ସମସ୍ତ ୩୦ ଜିଲ୍ଲା ପରିଷଦ ସଭାପତି ପଦ ଅକ୍ତିଆର କଲା ବିଜୁ ଜନତା ଦଳ । ତେବେ ଯାଜପୁରର ଜିଲ୍ଲା ପରିଷଦ ଅଧକ୍ଷ୍ୟ ଭାବରେ...
ସୁସ୍ଥ ହେଲେ ଘରକୁ ନୁହେଁ ଥାନାକୁ ଯିବେ
ଆଜି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଛି ବିଧାୟକଙ୍କ ଔଦ୍ଧତ୍ୟ । ନିରୀହ ଜନତାଙ୍କ ଉପରେ ଗାଡି ଚଢାଇ ଗୁରୁତ୍ତର କରିଛନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । କିନ୍ତୁ ଗାଡି ଚଢାଇବା ପରେ ବର୍ତ୍ତି ନଥିଲେ ବିଧାୟକ । ଲୋକଙ୍କ...
ଅତ୍ୟନ୍ତ ଲୋମହର୍ଷଣକାରୀ ଓ ବୀଭତ୍ସ
ଅତ୍ୟନ୍ତ ଲୋମହର୍ଷଣକାରୀ ଓ ବିଭତ୍ସ । ବିଧାୟକଙ୍କ କାର୍ଯ୍ୟ ଅତ୍ୟନ୍ତ ବର୍ବରୋଚିତ । ବିଧାୟକଙ୍କ ବିରୋଧରେ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଣପୁର ବ୍ଲକ ସାମନାରେ ଲୋକଙ୍କ ଉପରେ ଗାଡି...
ଗାଡି ମଡାଇଦେଲେ ବିଧାୟକ
ଲୋକଙ୍କ ଭିଡ ଭିତରକୁ ଗାଡି ମଡାଇଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବିଧାୟକଙ୍କ ଗାଡି ମଡାଇଦେବା ଘଟଣାରେ 7ଜଣ ପୋଲିସ ଓ 22 ଜଣ ସାଧାରଣ ଲୋକ ଆହତ ହୋଇଥିବା ବେଳେ 6 ଜଣ ଗୁରୁତରଙ୍କୁ ଖୋର୍ଦ୍ଧା ହସପିଟାଲକୁ...
ସିବିଏସଇ ଟର୍ମ 2 ପରୀକ୍ଷା ପାଇଁ କାର୍ଯ୍ୟସୂଚୀ
ସିବିଏସଇ ଟର୍ମ 2 ପରୀକ୍ଷା ଏପ୍ରିଲ 26ରୁ ଆରମ୍ଭ ହେବ । ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ପାଇଁ ସିବିଏସଇ ପକ୍ଷରୁ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି । ଦିନ ସାଢେ 10ଟାରୁ ପରୀକ୍ଷା ଆରମ୍ଭ କରାଯିବ ଏବଂ ପ୍ରତି...
ମାଟ୍ରିକ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା
ଏପ୍ରିଲ ୨୯ରୁ ମେ ୬ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିବ । ହାଇସ୍କୁଲ ସାର୍ଟିଫିକେଟ , ମଧ୍ୟମା ପରୀକ୍ଷା ଏପ୍ରିଲ ୨୯ରୁ ଆରମ୍ଭ ହେବ । ସମ୍ମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ କରାଯିବ । ସମ୍ମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ ସବୁ...
ପ୍ରାର୍ଥୀଙ୍କ ଟାର୍ଗେଟରେ ଚା’ ଖଟି, ପାର୍କ
ପୌର ଫାଇଟ୍ ପାଇଁ ଜୋରଦାର ହେଲାଣି ପ୍ରଚାର । ରାଜଧାନୀବାସୀଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ତିନି ଦଳର ମେୟର ପ୍ରାର୍ଥୀଙ୍କ କସରତ । ରାତି ପାହିବା ମାତ୍ରେ ରାଜଧାନୀର ଗଳି କନ୍ଦିରେ ପହଁଞ୍ଚିଯାଉଛନ୍ତି ପ୍ରାର୍ଥୀ । ...
















