ଆପ୍ ବିଜୟ ସହ ଦୋହଲିଗଲା ବଡ ବଡ ଆସନ
ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ବିଜୟ ସହ ବଡ ବଡ ନେତାଙ୍କ ଗାଦି ଦୋହଲିଯାଇଛି । ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି, ପୂର୍ବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, ନବଜ୍ୟୋତ ସିଂ ସିଦ୍ଧୁଙ୍କ ଭଳି ପୁରୁଖା ନେତାଙ୍କୁ ପରାଜୟ ବରଣ କରିବାକୁ...
ଆସୁଛି ୫ ରାଜ୍ୟର ଫଳାଫଳ, କେଉଁଠି କିଏ ଆଗରେ
୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ନେଇ ଭୋଟ ଗଣତି ଆରମ୍ଭ ହୋଇଛି । ଗଣତି ପରେ ୫ ରାଜ୍ୟରେ ଫଳାଫଳ ଆସିବାରେ ଲାଗିଛି । ଉତ୍ତରପ୍ରଦେଶରେ ଭାରତୀୟ ଜନତା ପାର୍ଟି କ୍ଲିନ ସୁଇପ୍ କରିଥିବା ବେଳେ କଂଗ୍ରେସକୁ...
ଛତ୍ରବଜ଼ାର ପୋଲ ଭୁଷୁଡ଼ି ଦୁଇ ମୃତ, ଆରଡିସି ତଦନ୍ତ ଆଦେଶ
କଟକ ଛତ୍ରବଜ଼ାର ପୋଲ ଭୁଷୁଡ଼ିଵା ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ, ତିନି ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ I ଆରଡିସି ସ୍ତରୀୟ ତଦନ୍ତ ଆଦେଶ I
ଆଜି ସନ୍ଧ୍ୟାରେ ହଠାତ ବ୍ରିଟିଶ ଅମଳର ପୋଲଟି ଭୁଷୁଡ଼ି ପଡିଥିଲା...
ନା ହାର୍ ମାନିବୁ , ନାଁ ହତିଆର ଛାଡିବୁ
ୟୁକ୍ରେନର ପ୍ରଥମ ମହିଳା ତଥା ରାଷ୍ଟ୍ରପତି ଜେଲେନସ୍କିଙ୍କ ପତ୍ନୀ ଓଲେନା ଜେଲେନସ୍କି ସାଧାରଣ ନାଗରିକଙ୍କ ହତ୍ୟାକୁ ଦୃଢ ନିନ୍ଦା କରିଛନ୍ତି । ରୁଷର ହମଲାକୁ ନେଇ ବିଶ୍ୱ ଗଣମାଧ୍ୟମକୁ ଏକ ଭାବପୂର୍ଣ୍ଣ ଖୋଲା ଚିଠି ଲେଖିଛନ୍ତି । ଫେବ୍ରୁଆରୀ...
ତାଲା ଭାଙ୍ଗି ଘରେ ପଶିଲେ ଭିଜିଲାନ୍ସ ଟିମ୍
ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଗ୍ରାମ୍ୟ ପୂର୍ତ୍ତ ଇଲେକ୍ଟ୍ରିକାଲ ଡିଭିଜନ ନିର୍ବାହୀ ଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗନ୍ନାଥ ସେଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ୫ଟି ସ୍ଥାନରେ ଏକକାଳୀନ ରେଡ ଚାଲିଛି...
12 ହଜାର ଋଷୀୟ ସୈନ୍ୟଙ୍କୁ ମାରିଛୁ
12 ହଜାର ଋଷୀୟ ସୈନ୍ୟଙ୍କୁ ମାରିଛୁ । 303ଟି ଟ୍ୟାଙ୍କକୁ ଧ୍ବଂସ କରିଛୁ । 48ଟି ଲଢୁଆ ବିମାନକୁ ଖସାଇଛୁ । 80ଟି ଲଢୁଆ ହେଲିକପ୍ଟରକୁ ଧ୍ବଂସ କରିଛୁ ।
ଋଷୀୟ ସୈନ୍ୟଙ୍କୁ ସହରର ପ୍ରତି ଗଳିକନ୍ଦିରେ ୟୁକ୍ରେନ ସୈନ୍ୟ କଡା...
ମେୟର ପ୍ରାର୍ଥୀଙ୍କୁ ନେଇ ବିଜେପି ଦୁଇଭାଗ !
ଭୁବନେଶ୍ବର ମେୟର ପ୍ରାର୍ଥୀଙ୍କୁ ନେଇ ବିଜେପି ଦୁଇଭାଗ । ଦଳ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଦଳ ଭିତରେ ବହୁ ପୁରୁଖା ମହିଳା ନେତ୍ରୀ ମେୟର ପଦ ପାଇଁ ଆଶାୟୀ ଥିବା ବେଳେ ସୁନୀତି ମୁଣ୍ଡଙ୍କୁ ପ୍ରାର୍ଥୀ କରାଯାଇଥିବାରୁ...
30ରେ ଆଗତ ହେବ ରାଜ୍ୟ ବଜେଟ
ଆସନ୍ତା ୨୫ ତାରିଖରୁ ବସିବ ବିଧାନସଭାର ବଜେଟ ଅଧିବେଶନ । ମାତ୍ର ସପ୍ତାହେ ପାଇଁ ବସିବାକୁ ଯାଉଥିବା ଏହି ଅଧିବେସନ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୩୦ ତାରିଖରେ ରାଜ୍ୟ ବଜେଟ ଆଗତ କରାଯିବ । ଅଧିବେସନ...
ପୁଟିନ ଓ ଜେଲେନସ୍କିଙ୍କ ସହ କଥା ହେଲେ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଓ ଋଷ୍ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା କରିଛନ୍ତି ।
ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଆଲୋଚନା ବେଳେ ମୋଦି ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର କରିବାରେ ସରକାର ସହଯୋଗ କରିଥିବାରୁ ଧନ୍ୟବାଦ...
ନାମାଙ୍କନ ଦାଖଲ କଲେ ସୁଲୋଚନା
ଭୁବନେଶ୍ବର ମହାନଗର ନିଗମ ମେୟର ପଦ ପାଇଁ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ସୁଲୋଚନା ଦାସ । ଭୁବନେଶ୍ବର ଏକାମ୍ର, ଉତ୍ତର ଓ ମଧ୍ୟ ନିର୍ବାଚନମଣ୍ଡଳିର ତିନି ବିଧାୟକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସୁଶାନ୍ତ ରାଉତ...
















