ଶ୍ରୀମନ୍ଦିରକୁ ଧସେଇ ପଶିଲେ ଭକ୍ତ
ଆଜି ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀବିଗ୍ରହଙ୍କ ସୁନାବେଶ । ସୁନାବେଶ ଦେଖିବାକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ । ଟାଣ ଖରାରେ ଲମ୍ବା ଲାଇନ୍ରେ ଛିଡା ହୋଇଛନ୍ତି ଭକ୍ତ । ତେବେ ସିଂହଦ୍ୱାର ସମ୍ମୁଖରେ ଲମ୍ବା ଲାଇନ୍...
ଦିନେ ଲାଇନ୍ ଲାଗୁଥିଲା, ଏବେ ପ୍ରାର୍ଥୀ ନାହାଁନ୍ତି
ଦୀର୍ଘଦିନ କ୍ଷମତାରେ ଥିବା ଏବଂ ଦେଶର ସବୁଠୁ ପୁରାତନ ରାଜନୈତିକ ଦଳ କଂଗ୍ରେସର ଶୋଚନୀୟ ଅବସ୍ଥା । କ୍ଷମତାଠୁ ଦୂରରେ ରହିବା ପରେ କ୍ଷମତାକୁ ଫେରିବା ପାଇଁ ଡହଳ ବିକଳ ହେଉଥିବା କଂଗ୍ରେସିଆଙ୍କ ବୁଦ୍ଧି ବାଟ ବଣା ହୋଇଗଲାଣି ।...
ଭୁବନେଶ୍ୱରରେ ଗୁଳି ଫୁଟାଇ ଲୁଟିନେଲେ…
ଦିବା ଲୋକରେ ଲୋମଟାଙ୍କୁରା ଘଟଣା । ଭାଗ୍ୟ ବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି ଲୋକେ । ଦିନ ୧୨ଟା, ହଠାତ ଜୁଏଲାରୀ ଦୋକାନ ସମ୍ମୁଖରେ ଲାଗିଥିଲା ବାଇକ୍ । ଗାଡି ରଖି ଦୋକାନକୁ ପଶିଥିଲେ ଦୁର୍ବୃତ୍ତ । ପରେ ଦୋକାନରେ...
ଓଡିଶାକୁ ନାହିଁ ବାତ୍ୟା ପ୍ରଭାବ
୨୩ ସଂଧ୍ୟାରେ ବାତ୍ୟା ବାଂଲାଦେଶ ଉପକୂଳ ଛୁଇଁବ । କାଲି ସଂଧ୍ୟାରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ୧୯ ସୁଦ୍ଧା ଆଣ୍ଡାମାନ ସାଗରରେ ୱେଲମାର୍କ ଲୋ-ପ୍ରେସର ରୂପ ନେବ । କାଳକ୍ରମେ ଦିଗ ବଦଳାଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ...
ବାଇକରେ ଆସି ଗୁଳିମାଡ କଲେ ଦୁର୍ବୃତ୍ତ
ଶ୍ରୀକ୍ଷେତ୍ରରେ ରକ୍ତର ଛିଟା । ପୁରୀରେ ବରିଷ୍ଠ ସେବାୟତଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ପୁରୀ ବାରବାଟୀ ନିକଟରେ ତାଙ୍କୁ...
ଶର୍ମିଷ୍ଠାଙ୍କ ପଛରେ ବିଧାୟକ !
ଫଟୋଗ୍ରାଫର ମାନସ ସ୍ୱାଇଁ ଅପହରଣ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ୱେବ ପୋର୍ଟାଲ ସମ୍ପୂର୍ଣ୍ଣାକୁ ପଞ୍ଜିକୃତ କରିବା ପାଇଁ ତିନିଜଣ ବିଧାୟକ ଏବଂ ଜଣେ ଅଫିସର ଚାପ ପକାଉଥିବା ସୂଚନା ମିଳିଛି । ଓଡିଶା ସରକାରଙ୍କ ସୂଚନା...
୨୨ରେ ବାତ୍ୟା ସମ୍ଭାବନା!
ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଓଡିଶା ଉପକୂଳ ଠାରୁ ୨୦୦ କିଲୋମିଟର ଦୂରରେ ଏହା ବାଙ୍ଗଲାଦେଶ ଆଡକୁ ମୁହାଁଇବ । ଆସନ୍ତା ୨୨ ତାରିଖରେ ଏହା ବାତ୍ୟାର ରୂପ ନେବ । ୨୩ ତାରିଖ ପୂର୍ବାହ୍ନରେ ବାଙ୍ଗଲାଦେଶରେ ଲ୍ୟାଣ୍ଡଫଲ...
ହିଜାବ ଆବେଦନ ଖାରଜ
ଧାର୍ମିକ ରୀତିନୀତି ଲାଗି ହିଜାବ ଜରୁରୀ ନୁହେଁ । ହିଜାବ ଆବେଦନ ହାଇକୋର୍ଟରେ ଖାରଜ । ଶିକ୍ଷାନୁଷ୍ଠାନରେ ସମାନତା ନୀତିକୁ ଛାତ୍ରଛାତ୍ରୀ ବିରୋଧ କରିପାରିବେ ନାହିଁ । କର୍ଣ୍ଣାଟକ ହାଇକୋର୍ଟରେ ହିଜାବ ମାମଲା ନେଇ ହାଇକୋର୍ଟରେ ହୋଇଥିବା ନିବେଦନ...
ଫୁଲ୍ ମାର୍କ 80, ସମୟ 2 ଘଣ୍ଟା
ମାଟ୍ରିକ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ କଲା ମାଧ୍ୟମିକ ଶିକ୍ଷା ବୋର୍ଡ । 29 ଅପ୍ରେଲରୁ 7 ମେ ଯାଏଁ ପରୀକ୍ଷା କରାଯିବ । ପ୍ରତି ବିଷୟରେ 30 ମାର୍କ ସବଜେକଟିଭ୍ ଏବଂ 50 ମାର୍କ ଅବଜେକଟିଭ୍ ରହିବ ।...
୧୬ ତାରିଖରୁ ଟିକାକରଣ ଆରମ୍ଭ
ଆସନ୍ତା ମାର୍ଚ୍ଚ ୧୬ ତାରିଖରୁ ଟିକାକରଣ ଆରମ୍ଭ ହେବ । ୧୨ରୁ ୧୪ ବର୍ଷର ପିଲାଙ୍କୁ ଟିକା ଦିଆଯିବ । ବାୟୋଲୋଜିକାଲ-ଇ ପ୍ରସ୍ତୁତ କୋର୍ବେଭାକ୍ସ ଟିକା ପିଲାଙ୍କୁ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡଭୀୟ...
















