ପଦ୍ମ ଛାଡିଲେ ଶଙ୍ଖ ଧରିଲେ
ବିଜେଡିରେ ଯୋଗ ଦେଇଛନ୍ତି ବରି ବିଜେପି ନେତା ବିଶ୍ୱ ରଞ୍ଜନ ମଲ୍ଲିକ । କିଛି ଦିନ ପୂର୍ବରୁ ସେ ବିଜେପି ଛାଡିଥିଲେ। ୨୦୧୯ରେ ବିଜେପିର ବରୀ ବିଧାୟକ ପ୍ରାର୍ଥୀ ଥିଲେ ବିଶ୍ବ ମଲ୍ଲିକ। ସେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀର...
ସମ୍ପତ୍ତିର ପେଡି ଖୋଲୁଛି ଭିଜିଲାନ୍ସ
ଭିଜିଲାନ୍ସ ଜାଲରେ କୋଟିପତି କନେଷ୍ଟବଳ । ଚାକିରୀ ସିନା କନେଷ୍ଟବଳ ହେଲେ କୋଟି କୋଟି ସମ୍ପତ୍ତି ର ମାଲିକ କନେଷ୍ଟବଳ ପ୍ରସନ୍ନ ବେହେରା । ଡୁମୁଡୁମାରେ ଥିବା ସ୍ପାର୍କ ଫର୍ଣ୍ଣିଚର ତିଆରି ହୋଇଛି ୨୫୦ ଏକର ଜାଗାରେ । ୨୦୧୯ରେ...
ଯୋଗୀଙ୍କ ରାଜ୍ୟରେ ପାକିସ୍ତାନ ଜିନ୍ଦାବାଦ୍ ..
ଭାରତରେ ରହିବେ । ଭାରତୀୟ କଲେଜରେ ପାଠ ପଢିବେ । କିନ୍ତୁ ପାକିସ୍ତାନର ଜିନ୍ଦାବାଦ କରିବେ । ଏହାର ପରିଣାମ କଣ ହେବ ?
ଟି ଟୋଣ୍ଟି ବିଶ୍ବକପ୍ ଭାରତ-ପାକିସ୍ତାନ ମ୍ୟାଚରେ ପାକିସ୍ତାନର ବିଜୟ ଲାଭ କରିଥିଲା । ଆଉ ଭାରତର...
କେତେ ନିର୍ଭୟା ଘଟିଲେ ସରକାର ଚେତିବେ
କଂଗ୍ରେସର କେନ୍ଦ୍ରୀୟ ଟିମ୍ ଝରଣୀ ଗାଁରେ ପହଁଞ୍ଚିଛନ୍ତି । ମମିତାଙ୍କ ପରିବାର ସହ ଭେଟ ହେବା ପୂର୍ବରୁ ରାଜ୍ୟ ସରକାରଙ୍କୁ ରଣଦୀପ ସୂର୍ଯ୍ୟେୱାଲା କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, କେତେ ନିର୍ଭୟା ଘଟିଲେ ସରକାର ଚେତିବେ...
ବହିଷ୍କୃତ କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
କମିଶନରେଟ ପୋଲିସର ବହିଷ୍କୃତ ତଥା ଗିରଫ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ । ଏକକାଳୀନ ୫ଟି ସ୍ଥାନରେ ରେଡ କରୁଛି ୫ ଜଣିଆ ଟିମ୍ । କଳ୍ପନା ଛକରେ ଥିବା କ୍ୱାଟର୍ସ , ଡୁମଡୁମାରେ ଥିବା ସ୍ପାର୍କ...
ନଭେମ୍ବର ୧ରୁ ୟୁଜି , ୧୫ରୁ ପିଜି କ୍ଲାସ
ନଭେମ୍ବର ୧ରୁ ପ୍ରଥମ ବର୍ଷ ୟୁଜି ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବ । ନଭେମ୍ବର ୧୫ରୁ ଆରମ୍ଭ ହେବ ପ୍ରଥମ ବର୍ଷ ପିଜି ପାଠ ପଢା । ନୂଆକରି ନାମ ଲେଖାଇଥିବା ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ପାଠ ପଢିବେ । କୋଭିଡ...
ଗଠନ ହେଲା ପେଗାସସ୍ ତଦନ୍ତ କମିଟି
ପେଗାସସ୍ ପାଇଁ ଗଠନ ହେଲା କମିଟି । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଆର.ଭି.ରବିନ୍ଦ୍ରନଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି । ପେଗାସସ୍ ସ୍ପାଏଓ୍ବେୟାର ଦ୍ବାରା କାହାର ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଛି କି ନାହିଁ, ସେସଂପର୍କରେ ଏହି...
ଡିଆରଡିଓ ହନିଟ୍ରାପ୍ ମାମଲା : ଦୁବାଇରୁ ଆସିଥିଲା ଟଙ୍କା
ଡିଆରଡିଓ ତଥ୍ୟ ଲିକ୍ ମାମଲା । ଦୁବାଇରୁ ଆସିଥିଲା ଟଙ୍କା । ଦୁବାଇର ଲୁଲୁ ଇଣ୍ଟରନ୍ୟାସନାଲ ଏଜେନ୍ସିରୁ ଜଣେ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଆସିଥିଲା 24 ହଜାର ଟଙ୍କା । ରାଜସ୍ଥାନ ଯୋଧପୁରର ମିଲିଟାରୀ ଇଂଜିନିୟରିଂ ସର୍ଭିସ କର୍ମଚାରୀଙ୍କୁ ହନିଟ୍ରାପ୍ ତଥ୍ୟର...
ଆଜି କେଉଁଠି କେତେ ଦର ରହିଛି
ଆଜି ପୁଣି ବୃଦ୍ଧି ପାଇଛି ତେଲ ଦର । କ୍ରମାଗତ ଭାବରେ ବଢିଚାଲିଥିବା ପେଟ୍ରୋଲ ଓ ଡିଜେଲ ଦାମକୁ ନେଇ ଅସନ୍ତୁଷ୍ଟ ଜାହିର କରୁଛନ୍ତି ଗ୍ରାହକ । ଭୁବନେଶ୍ୱରରେ ପେଟ୍ରୋଲ ଦର ୩୬ ପଇସା ଅର୍ଥାତ ୧୦୮ ଟଙ୍କା ୯୦...
ଟାର୍ଗେଟରେ ନବୀନ : ସରକାରରେ ସ୍ବଚ୍ଛତା କମିଛି, ଦୁର୍ନୀତି ବଢିଛି
ଦଳର ଗୁମର ଖୋଲିବାରେ ଲାଗିଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଆମ ଘର ହାଲଚାଲରେ ଖୋଲୁଛି ବିଜେଡି ପରିବାରର ଗୁମର । ଥରକୁ ଥର ମଉକା ଦେଖି ନବୀନଙ୍କୁ ମୁଖା ଖୋଲୁଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ ।...














