27.8 C
Bhubaneswar
Sunday, August 9, 2026
-Advertisement-

ଆଉ ନାହାଁନ୍ତି ସିଦ୍ଧାର୍ଥ ଶୁକ୍ଳା

ପରଲୋକରେ ଅଭିନେତା ସିଦ୍ଧାର୍ଥ ଶୁକ୍ଳା । ହୃଦଘାତରେ ଆଖି ବୁଜିଛନ୍ତି ସିଦ୍ଧାର୍ଥ । ୪୦ ବର୍ଷ ବୟସରେ ସିଦ୍ଧାର୍ଥଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୁମ୍ବାଇର ଏକ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ଆଜି ସକାଳେ ଛାତିରେ...

ଦୀର୍ଘଦିନ ପରେ ସ୍କୁଲ ଖୋଲିଥିବାରୁ ପିଲାଙ୍କ ମନରେ ଆନନ୍ଦ

ଦେଢବର୍ଷର ଅପେକ୍ଷା ପରେ ମୁଁ ସ୍କୁଲ ଆସିଛି । ମୋ ସାଙ୍ଗ ସହ ଦେଖା ହୋଇ ବେଶ୍ ଖୁସି ଲାଗୁଛି । ସ୍କୁଲ ଡେସ୍କରେ ବସିବା, ଆଉ ସ୍କୁଲ ପରିସର ବୁଲି ବେଶ୍ ଖୁସି ଅନୁଭବ କରୁଛି ଆୟେଶା ।...

ବିଧାନସଭା ମୌସୁମୀ ଅଧିବେସନ : ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ, ଏମ୍ସରୁ ବିରୋଧୀ ଦଳ ନେତା

ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏମ୍ସ ହସ୍ପିଟାଲରୁ ରହି ଅଧିବେସନରେ ଭାଗ ନେଇଛନ୍ତି । ଅଧିବେସନ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ...

ପୁଣି ବଢିଲା ଗ୍ୟାସ ଦର

ପେଟ୍ରୋଲ କମ୍ପାନୀ ରୋଷେଇ ଗ୍ୟାସ ଏଲପିଜିର ଦାମ୍ ବୃଦ୍ଧି କରିଛନ୍ତି । ସାରା ଦେଶରେ ସବସିଡି ନଥିବା ଘରୋଇ ଗ୍ୟାସର ମୂଲ୍ୟ ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ଅନୁସାରେ, ଦିଲ୍ଲୀରେ ଏବେ...

ଆସିଲା ସେପ୍ଟେମ୍ବର ଗାଇଡ୍ ଲାଇନ

ଉଠିଲା ସପ୍ତାହାନ୍ତ ସଟଡାଉନ୍ । ରାଜ୍ୟ ସରକାର ସେପ୍ଟେମ୍ବର ମାସ ପାଇଁ ଜାରି କରିଥିବା ଗାଇଡଲାଇନରେ ସାରା ରାଜ୍ୟରେ ସପ୍ତାହାନ୍ତ ସଟଡାଉନ ଉଠାଇ ଦେଇଛନ୍ତି । ତେବେ ସାରା ରାଜ୍ୟରେ ପୌରାଞ୍ଚଳରେ ରାତି ଦଶଟାରୁ ସକାଳ ପାଞ୍ଚଟା ଯାଏଁ ରାତ୍ରକାଳୀନ...

ରାଜ୍ୟରେ କଣ ରହିବ ସେପ୍ଟେମ୍ବର ଗାଇଡଲାଇନ୍‌

କଣ ରହିବ ସେପ୍ଟେମ୍ବରର କରୋନା ଗାଇଡଲାଇନ୍ । ଆଜି ଏନେଇ ଘୋଷଣା କରିପାରନ୍ତି ରାଜ୍ୟ ସରକାର । ନୂଆ କଟକଣାରେ ସରକାର କଣ କୋହଳ କରିବେ ଏବଂ କଣ କଟକଣା ବଳବତ୍ତର ରଖିବେ ତା ଉପରେ ସମସ୍ତଙ୍କ ନଜର...

ଭାରତକୁ ଆଉ ଏକ ସ୍ୱର୍ଣ୍ଣ ଦେଲେ ସୁମିତ

ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ମିଳିଛି ଆଉ ଏକ ସ୍ୱପ୍ନ । ଜାଭେଲିନ୍ ଥ୍ରୋରେ ସୁମିତ ଅନ୍ତିଲଙ୍କୁ ସ୍ୱର୍ଣ୍ଣ ପଦକ । ବିଶ୍ୱ ରେକର୍ଡ ସହ ସୁମିତ ଜିତିଲେ ସ୍ୱର୍ଣ୍ଣ ପଦକ । ୬୮.୫୫ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ଜିତିଲେ...

ନେତା ବି ପାଦ ଛୁଇଁ ନେଉଥିଲେ ଆର୍ଶୀବାଦ

ବେଗୁନିଆରେ ଗୁଣ୍ଡାଗିରି କରି ଚର୍ଚ୍ଚାକୁ ଆସିଥିବା ମାନସ ଦାସର ସାରଥୀ ଷ୍ଟାଇଲ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଶହ ଶହ ଲୋକଙ୍କୁ ବସାଇ ମାନସ ଦାସ ପ୍ରବଚନ ଦେଉଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି...

ବିନା ଭକ୍ତରେ ମନ୍ଦିରରେ ପୂଜା ପାଉଛନ୍ତି କାହ୍ନା

ଆଜି ପବିତ୍ର ଜନ୍ମାଷ୍ଟମୀ । ହିନ୍ଦୁ ପରମ୍ପରାରେ ଜନ୍ମାଷ୍ଟମୀର ଅନେକ ମହତ୍ତ୍ୱ ରହିଛି । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଜନ୍ମ ନେଇଥିଲେ ଶ୍ରୀକୃଷ୍ଣ । ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ସ୍ୱରୂପ ବାଲ ଗୋପାଲଙ୍କ ...

ଟୋକିଓ ପାରା ଅଲିମ୍ପିକ୍ସରେ ରୌପ୍ୟ ଜିତିଲେ ଭାବିନା ପଟେଲ

ଟୋକିଓ ପାରା ଅଲିମ୍ପିକ୍ସରେ ଟେବଲଟେନିସରେ ପ୍ରଥମ ଭାରତୀୟ ଭାବେ ରୌପ୍ୟ ପଦକ ଜିତିଛନ୍ତି ଭାବିନା ପଟେଲ । ଟେବୁଲ ଟେନିସ ଫାଇନାଲରେ ହାରିବା ପରେ ରୌପ୍ୟ ପଦକ ପାଇଁ ଚୀନ ପ୍ରତିଦ୍ବନ୍ଦୀ ୟିଙ୍ଗ ଝୁ ଙ୍କ ସହ ମୁକାବିଲା କରିଥିଲେ...
- Advertisement -

Latest article

Promos d’Entrée au Tournoi Betriviera

SommaireGuide Pratique : Comment Profiter des Promos d'Entrée au Tournoi BetrivieraÉtape 1 : Inscription et Éligibilité au TournoiÉtape 2 : Choisir et Activer son...

Date limite du bonus de bienvenue Stake : ne le laissez pas expirer

SommaireComprendre la période de validité de votre bonus StakeLes conditions de mise (Wagering Requirements) et le compte à reboursGuide étape par étape pour éviter...

Estave Instant Cashback vs Weekly Cashback

ContentsHow Instant Cashback Works at EstaveUnderstanding the Weekly Cashback ModelKey Differences: A Side-by-Side ComparisonWhich Cashback Offer Should You Choose?Common Terms and How to Claim...