6 ଜିଲ୍ଲାରେ ପ୍ରବଳ ବର୍ଷିବ
ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣବଳୟ କ୍ରମଶଃ କେନ୍ଦ୍ରୀଭୁତ ହେଉଥିବାରୁ ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ଭିତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି I ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡା, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ...
ଇତିହାସ ରଚିଲା ଭାରତ
ଟୋକିଓ ପାରାଅଲିମ୍ପିକରେ ଇତିହାସ ରଚିଲା ଭାରତ I ୫ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ପଦକ ଜିତି ଭାରତ ଇତିହାସ ସୃଷ୍ଟି କରିଛି I ଏଯ଼ାବତ ଭାରତ କୌଣସି ଅଲିମ୍ପିକରେ ଏତେ ସଂଖ୍ୟାରେ ପଦକ ଜିତି...
ଗୌରବ ଆଣିଲେ ଓଡିଆ ପୁଅ ପ୍ରମୋଦ
ଦେଶ ପାଇଁ ଗୌରବ ଆଣିଲେ ଓଡିଆ ପୁଅ ପ୍ରମୋଦ ଭଗତ | ଟୋକିଓ ପାରା ଅଲିମ୍ପିକରେ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ବର୍ଣ୍ବପଦକ ଜିତିଲେ ପ୍ରମୋଦ | ବ୍ରିଟେନ ପ୍ରତିଦ୍ବନ୍ଦିଙ୍କୁ ହରାଇ ସ୍ବର୍ଣ୍ବ ପଦକ ହାସଲ କଲେ | ପ୍ରମୋଦଙ୍କୁ ଶୁଭେଚ୍ଛା...
ଏସିଏଫ ସୌମ୍ୟ ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ
ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଚାଞ୍ଜଲ୍ୟକର ବୟାନ ଦେଇଛନ୍ତି ତôତକାଳୀନ ଡିଏଫଓ ଡିଭିଜନ ଜଗୁଆଳୀ ଗଙ୍ଗା ପ୍ରଧାନ । ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ ।...
ପିପିଲି ଉପନିର୍ବାଚନ ପାଇଁ ବାଜିଲା ବିଗୁଲ
ପିପିଲି ଉପନିର୍ବାଚନ ପାଇଁ ବାଜିଛି ବିଗୁଲ । ସେପ୍ଟେମ୍ବର ୩୦ରେ ହେବ ପିପିଲି ଉପନିର୍ବାଚନ । କରୋନା ପାଇଁ ସ୍ଥଗିତ ରହିଥିଲା ଉପନିର୍ବାଚନ । ତାରିଖ ଘୋଷଣା ପରେ ବି କରୋନା କଟକଣା ପାଇଁ ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା...
ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବାସୁଦେବପୁରର ଅଭିଷେକ
ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ଭଦ୍ରକ ବାସୁଦେବପୁରର ଅଭିଷେକ | ତିନିମାସ ତଳେ ଇକମୋ ଚିକିତ୍ସା ପାଇଁ ଭୁବନେଶ୍ବରରୁ ଏୟାରଲିଫ୍ଟିଂ ହୋଇ କୋଲକତା ଯାଇଥିଲେ | ଓଡିଶାବାସୀ ସହାୟତାର ହାତ ବଡାଇଥିଲେ |
ସରକାରର ନେତୃତ୍ବ ନେବେ ମୁଲ୍ଲା ବାରଦାର୍
ତାଲିବାନ ସେନା ଆଫଗାନିସ୍ଥାନ ଦଖଲ କରିନେବା ପରେ ଏବେ ବିଧିବଦ୍ଧ ଭାବେ ତାଲିବାନ ସରକାର ଗଠନ କରିବ । ତାଲିବାନର କୋ-ଫାଉଣ୍ଡର ମୁଲ୍ଲା ବାରଦାର୍ ଆଫଗାନିସ୍ଥାନରେ ନୂଆ ସରକାରର ନେତୃତ୍ବ ନେବେ । ତାଲିବାନ ପ୍ରତିଷ୍ଠାତା ମୁଲ୍ଲା ଓମାରଙ୍କ ପୁଅ...
ଦୂତୀଙ୍କ ଅଭିଯୋଗ ଆଧାରରେ ସାମ୍ବାଦିକଙ୍କୁ ଉଠାଇନେଲା ପୋଲିସ
ଧାବିକା ଦୂତୀ ଚାନ୍ଦଙ୍କ ନାଁରେ ଅପମାନଜନକ ଖବର ପ୍ରସାରଣ କରିଥିବା ଅଭିଯୋଗରେ ଓ୍ବେବ ଚ୍ୟାନେଲ ଫୋକସ୍ ପ୍ଲସର ସାମ୍ବାଦିକଙ୍କୁ ପୋଲିସ ଉଠାଇ ନେଇଛି । ଝାରପଡା ସ୍ଥିତ ଫୋକସ ପ୍ଲସ ଅଫିସରେ ମହିଳା ଥାନା ପୋଲିସ ପହଞ୍ଚି ଏହି ଚ୍ୟାନେଲର...
ମାନସଙ୍କ ବିରୋଧରେ ଲାଗିଲା 302 ଦଫା, ପୁଅ ବି ଗିରଫ
ମାନବବାଦୀ ସଂଗଠନର ସୁପ୍ରିମୋ ମାନସ ଦାସଙ୍କୁ ପୋଲିସ ଗିରଫ କରିଥିବା ବେଳେ ତାଙ୍କ ପୁଅ ମନୋରଞ୍ଜନ ଦାସକୁ ବି ପୋଲିସ ଗିରଫ କରିଛି । ଉଭୟ ବାପପୁଅଙ୍କ ବିରୋଧରେ ହତ୍ୟା, ହତ୍ୟା ଧମକ ଭଳି ଥାନାରେ ଅଭିଯୋଗ ହୋଇଥିଲା ।...
ମିଡିଆ ପ୍ରେସର୍
ଶେଷରେ ଗିରଫ ହେଲେ ମାନସ ଦାସ । ମାନବବାଦୀ ସଂଗଠନ ନାଁରେ ରାଜ୍ ଚଳାଇଥିବା ତଥାକଥିତ ଗୁରୁଜୀ ମାନସ ଦାସଙ୍କୁ ନେଇ କିଛିଦିନ ଧରି ମିଡିଆରେ ଚର୍ଚ୍ଚା ଚାଲିଥିଲା । ମାନସଙ୍କ ବିରୋଧରେ ଜାତିଆଣ ଆରୋପ, ହତ୍ୟା ଧମକ ଦେବା...
















