ବିବାହ ଅଫର ଦେଇଥିଲା ରହସ୍ୟମୟୀ
ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍ ମାମଲାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ରିମାଣ୍ଡ ଅବଧିରେ କ୍ରାଇମବ୍ରାଞ୍ଚ ଏବଂ ଏୟାରଫୋର୍ସ ଅଧିକାରୀଙ୍କ ଖୋଳତାଡବେଳେ ଅଭିଯୁକ୍ତଙ୍କଠାରୁ ମିଳିଛି ସାଘାଂତିକ ତଥ୍ୟ । ଜଣେ ରହସ୍ୟମୟୀ ମହିଳା ବିବାହ ଅଫର ଦେଉଥିବା କଥା...
ତିନିବର୍ଷ ତଳେ କଥା ରଖିଥିଲେ ଆଜି ରାଜା ମରି ନଥାନ୍ତା
ବନ୍ଦ ହେବ ମୁକୁଳା ଡ୍ରେନ । ଏଥିପାଇଁ ଖର୍ଚ୍ଚ ହେବ ତିନିଶହ କୋଟି ଟଙ୍କା । ଗୃହ କମିଟି ବୈଠକରେ ଆଜି ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବରମୁଣ୍ଡା ଅଞ୍ଚଳରେ ମୁକୁଳା ଡ୍ରେନରେ ଭାସିଯାଇ ଦଶମ ଶ୍ରେଣୀରେ ପଢୁଥିବା...
ଦୁବାଇରୁ ଆସୁଥିଲା ଟଙ୍କା
ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ସଂପର୍କିତ ଗୁପ୍ତତଥ୍ୟ ହାସଲ ପାଇଁ ଦୁବାଇରୁ ଆସୁଥିଲା ଟଙ୍କା । ଗୁପ୍ତଚରୀ ମାମଲାରେ ଗିରଫ ପାଞ୍ଚ ଅଭିଯୁକ୍ତଙ୍କୁ ଘନ ଘନ ଜେରା ପରେ ସତ ଉଗାଳିଛନ୍ତି ଏହି ଅଭିଯୁକ୍ତମାନେ । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା...
ଡାକ୍ତର ସ୍ୱପ୍ନକୁ ଅଧାରେ ରଖିଲା ମୁକୁଳା ଡ୍ରେନ୍
ସ୍କୁଲର ଶ୍ରେଣୀଗୃହ ଆଜି ଯେମିତି ଗୁମୁରି କାନ୍ଦୁଛି । ଶିକ୍ଷକ , ଶିକ୍ଷୟିତ୍ରୀ ସାଙ୍ଗ, ସାଥୀ ଆଜି ସମସ୍ତେ ରାଜାକୁ ମିଶ୍ କରୁଛନ୍ତି । ରାଜାର ଅମର ଆତ୍ମାର ସଦଗତି କାମନା କରି ସ୍କୁଲରେ ପାଳନ ହୋଇଛି ସ୍ମୃତିସଭା ।...
ବ୍ଲାକ ଫଙ୍ଗସରେ ଓଡିଶାରେ ଆଖି ବୁଜିଲେଣି 29 ଜଣ
ବ୍ଲାକ ଫଙ୍ଗସରେ ଓଡିଶାରେ ଆଖି ବୁଜିଲେଣି 29 ଜଣ । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ରାଜ୍ୟରେ 212 ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 109 ଜଣ ବିଭିନ୍ନ ହସପିଟାଲରେ...
ଫେବୃଆରୀ ୧୫ରୁ ଖେଳାଯିବ ମ୍ୟାଚ୍
2022 ଫେବୃଆରୀ 15 ରେ କଟକ ବାରବାଟୀରେ ହେବ ଟି ଟୋଣ୍ଟି ମ୍ୟାଚ୍ I ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ଏହି ମ୍ୟାଚ I କ୍ରିକେଟ ମଇଦାନର ଦୁଇ ହେଭିଓ୍ବେଟଙ୍କ ମଧ୍ୟରେ ଲଢେଇ I ଟି ଟୋଣ୍ଟି...
ଧରାପଡିଯିବ କି ବିଦ୍ୟାଙ୍କ ମିଛ
ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଆଜି ପତ୍ନୀ ବିଦ୍ୟାଭାରତୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି । ଭୁବନେଶ୍ୱରସ୍ଥିତ ଷ୍ଟେଟ୍ ଫୋରେନ୍ସିକ୍ ସାଇନ୍ସ ଲାବୋରେଟୋରିରେ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ଦୀର୍ଘ ଚାରିଘଣ୍ଟା ଧରି...
କାନ୍ଦ ବୋବାଳିରେ ଫାଟି ପଡୁଛି ଘର
ନୀରିହ , ନିଷ୍ପାପ ବାଳକର ମୁଣ୍ଡ ନେଇଗଲା ମୁକୁଳା ଡ୍ରେନ୍ । ଏକମାତ୍ର ପୁଅକୁ ହରାଇ ପୁରା ପରିବାର ଭାଙ୍ଗିପଡିଛନ୍ତି । ଅନ୍ୟପଟେ ୧୯ ଘଣ୍ଟା ପରେ ମିଳିଛି ନିଖୋଜ ଜ୍ୟୋତିପ୍ରକାଶଙ୍କ ମୃତଦେହ । ରାତିସାରା ଖୋଜାଖୋଜି ପରେ ଭୁବନେଶ୍ୱର...
ଚରଣଜିତ୍ ସିଂ ହେଲେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ
ଚରଣଜିତ୍ ସିଂ ହେଲେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ | କିଛି ସମୟ ପୂର୍ବରୁ ସୁଖଜିନ୍ଦର ସିଂଙ୍କ ନାଁ ରେ କଂଗ୍ରେସ ହାଇକମାଣ୍ଡ ମୋହର ମାରିଥିଲେ ହେଁ ଶେଷ ମୁହୂର୍ତ୍ତରେ ଚରଣଜିତଙ୍କ ନାଁ ଘୋଷଣା କରାଯାଇଛି | ଦୁଇଜଣ ଉପମୁଖ୍ୟମନ୍ତ୍ରୀଙ୍କ ନାଁ...
ସ୍ମାର୍ଟସିଟିକୁ ଲଜ୍ଜା
ରାଜଧାନୀରେ ଭାସିଗଲେ ଜଣେ ପନ୍ଦର ବର୍ଷର ଛାତ୍ର । ଶିରିପୁର ଶତାଦ୍ଦୀନଗର ବ୍ୟାଙ୍କ କଲୋନୀରେ ଏହି ଅଘଟଣ ଘଟିଛି । ବରମୁଣ୍ଡା ପାଲାମଣ୍ଡପ ସାହିରେ ରହୁଥିବା ନିଖୋଜ ଛାତ୍ର ଜ୍ୟୋତି ପ୍ରକାଶ ବେହେରା ଦଶମ ଶ୍ରେଣୀରେ ପାଠ ପଢନ୍ତି ।...

















