ଗାଁରୁ ନିଆଁ ପାଣି ବାସନ୍ଦ
ଝିଅ ସରକାରୀ ଚାକିରୀ ନଛାଡିବାରୁ ବାପା ମାଙ୍କୁ ଗାଁରେ ବାସନ୍ଦ । ନିଆଁ ପାଣି ବି ବନ୍ଦ । ଗାଁ ରାସ୍ତାରେ ବି ଯିବାକୁ ବାରଣ ହୋଇଛି । ଏମିତି ଏକ ଘଟଣା ଘଟିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ...
ସରିଲା ଘୋ ଘା
ଶେଷ ହେଲା ଘମାଘୋଟ ପ୍ରଚାର । ବିଜେପୁର ଭୋଟରଙ୍କୁ ମନେଇବା ପାଇଁ ଶେଷ ମୁହୂର୍ତ୍ତ ଯାଏଁ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ମଧ୍ୟରେ ଚାଲିଥିଲା ପ୍ରଚାର ଯୁଦ୍ଧ । ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ଜିତାଇବା ପାଇଁ...
ପ୍ରଚାରର ଶେଷଦିନ
ଆସନ୍ତା ୨୧ ତାରିଖରେ ବିଜେପୁର ଉପନିର୍ବାଚନ । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବରଗଡ ଜିଲ୍ଲାପାଳ ସୁଚନା ଦେଇଛନ୍ତି । ବିଜେପୁରରେ ଭୋଟ ଗ୍ରହଣ ପାଇଁ ମୋଟ୍ ୨୮୫ଟି ବୁଥ୍ ରହିଛି ।...
କମ୍ପୁଛି ବିଜେପୁର
ବିଜେପୁରରେ ଆଜି ହାଇପ୍ରୋଫାଇଲ ପ୍ରଚାର । ଗୁରୁବାର ଠାରୁ ବିଜେଡି ପ୍ରାଥ୍ରୀ ରୀତା ସାହୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରର ମଙ୍ଗ ଧରିଥିବାବେଳେ ଆଜି ବିଜେପି ବି ପ୍ରଚାର ମøଇଦାନକୁ ଓହ୍ଲାଇଛି । ଆଜି ବିଜେପୁରରେ ପ୍ରଚାର...
ଖାଦ୍ୟ ପରଷୁଛି ରୋବୋଟ୍
ଏବେ ଆପଣ ରେଷ୍ଟ୍ରୁରାଣ୍ଟରେ ପାଇବେ ଟିକେ ନିଆରା ମଜା । କାହିଁକି ନାଁ ମଣିଷ ବଦଳରେ ଆପଣଙ୍କୁ ଖାଦ୍ୟ ପରଷିବ ମେସିନ୍ । ହୋଟେଲକୁ ପଶୁ ପଶୁ ଆପଣଙ୍କୁ ସ୍ୱାଗତ କରିବେ ଚମ୍ପା, ଚମେଲି । ଖାଲି ସ୍ୱାଗତ କରିବେନି...
ମଇଦାନରେ ହେଭିୱେଟ
ବିଜେପୁରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ | ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇ ହାଇଟେକ ବସରେ ରୋଡ ସୋ କରି ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଲୋକଙ୍କୁ ସମ୍ବୋଧିତ କରିବା ସହ ଆପଣମାନେ...
ସଂକ୍ଷେପରେ ଜାଣନ୍ତୁ ନବୀନଙ୍କ ବିଷୟରେ
ନବୀନ ପଟ୍ଟାନୟକ- ପିତା ବିଜୁ ପଟ୍ଟନାୟକ
ମା-ଗ୍ୟାନ ପଟ୍ଟନାୟକ
ଜନ୍ମ-୧୬ ଅକ୍ଟୋବର ୧୯୪୬
ଜନ୍ମସ୍ଥାନ-କଟକ
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୩ତମ ଜନ୍ମଦିନ । ଓଡିଶାରେ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ଶ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ପ୍ରବୀଣ ରାଜନେତାଙ୍କ ମଧ୍ୟରୁ ଜଣେ...
ପଦ୍ମ ପୋଖରୀରେ ଅଣନିଶ୍ୱାସୀ ହୋଇପଡିଲେ ଦାମ
ସାଧାରଣ ନିର୍ବାଚନ ପରେ ବିଜେପିରେ ଅଲୋଡା ହୋଇପଡିଥିବା ବରିଷ୍ଠ ନେତା ଦାମୋଦର ରାଉତ ଶେଷରେ ବିଜେପି ଛାଡିଛନ୍ତି । ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପାଖକୁ ଦେଇଥିବା ଇସ୍ତଫା ପତ୍ରରେ ସାଧାରଣ ନିର୍ବାଚନ ପରେ ଦଳର କୌଣସି କାର୍ଯ୍ୟକ୍ରମ...
ଆର୍ମି ପରୀକ୍ଷାର୍ଥୀଙ୍କ ଉତ୍ପାତ
ଭୁବନେଶ୍ୱର ରେଳ ଷ୍ଟେସନରେ ଉତ୍ତେଜନା । ଭୁବନେଶ୍ୱରରେ ପୁରୀ-ନୂଆଦିଲ୍ଲୀ ଏକ୍ସପ୍ରେସରେ ପରୀକ୍ଷାର୍ଥୀଙ୍କ ଉତ୍ପାତ । ରାତି ଅଧରେ ଯାତ୍ରୀଙ୍କୁ ହଇରାଣ କରିବା ସହ ଯାତ୍ରୀଙ୍କ ଲଗେଜ୍ ଭଙ୍ଗାରୁଜା କରିଥିବା ନେଇ ଅଭିଯୋଗ ହୋଇଛି । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ...
ବିଜେପିରୁ ଇସ୍ତଫା ଦେଲେ ଦାମ
ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ | ଗତ କିଛି ଦିନ ଧରି ଲାଗିରହିଥିବା ମାନ ଓ ଅଭିମାନ ମଧ୍ୟରେ ଆଜି ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ | ଏନେଇ...

















