ପରଲୋକରେ ଦିଲୀପ
ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ସତପଥିଙ୍କ ପରଲୋକ । ୫୬ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । କର୍କଟ ରୋଗରେ ପିଡୀତ ଥିବା ଦିଲୀପ ଗତ କିଛିମାସ ହେଲା ଅସୁସ୍ଥ ହୋଇପଡିଥିଲେ । ନିୟମିତ ଚିକିତ୍ସାଧିନ ଥିବା ଦିଲ୍ଲୀପ...
ଫାଇନ ଦେଲେ , ଦୋଷ ମାନିଲେ ବିଧାୟକ
ସଡକ ସୁରକ୍ଷା ସଚେତନତା ଲାଗି ଆସିଥିବା ନିଜେ ଫସିଯାଇଛନ୍ତି । ତାଙ୍କୁ ଗଣିବାକୁ ପଡିଛି ଫାଇନ । ଆଜି ଭୁବନେଶ୍ୱର ଏଜି ଛକଠାରେ ଏଭଳି ହଟହଟା ହୋଇଛନ୍ତି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା । ତାଙ୍କ ନିର୍ବାଚନୀମଣ୍ଡଳ...
ମିଳିଲା ବିକ୍ରମ
ଇସ୍ରୋ ବୈଜ୍ଞାନିକଙ୍କ ସଫଳତା। ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବା ପୂର୍ବରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଲ୍ୟାଣ୍ଡର ବିକ୍ରମର ସ୍ଥିତି ବାବଦରେ ସୂଚନା ମିଳିଛି। ଚନ୍ଦ୍ରପୃଷ୍ଠରେ ଏହା ପଡ଼ିଥିବା ଜଣାପଡ଼ିଛି। ଏ ନେଇ ଇସ୍ରୋ ମୁଖ୍ୟ କେ ଶିବନ ସୂଚନା ଦେଇଛନ୍ତି। ଖୁବଶୀଘ୍ର...
ବିମାନ ଉଡାଇବେ ପଛୁଆ ଜିଲ୍ଲାର ଆଗୁଆ ଝିଅ
ଆକାଶରେ ଉଡିବେ ଆଦିବାସୀ ଝିଅ । ବିମାନ ଉଡାଇବେ ପଛୁଆ ଜିଲ୍ଲାର ଆଗୁଆ ଝିଅ । ମାଲକାନଗିରିର ପ୍ରଥମ ଆଦିବାସୀ ମହିଳା ପାଇଲଟ ଭାବେ ନିଯୁକ୍ତି ପାଇଛନ୍ତି ମାଲକାନଗିରି ସଦର ମହକୁମା ସ୍ଥିିିତ ଡି.ଏନ,କେ କଲୋନୀର ଅନୁପ୍ରିୟା ଲାକ୍ରା ।...
ଯୋଜନା ଆଢୁଆଳରେ ଆଦିବାସୀ
ରାସ୍ତା କହିଲେ ଆବୁଡା ଖାବୁଡା ପଥର । ଆଉ ଘର କହିଲେ ନୂଆଣିଆ ଝାଟିମାଟି କାନ୍ଥ ଉପରେ ବିଛା ଯାଇଥିବା କିଛି ଅସଜଡା ଟାଇଲ । ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏହି ଗାଁର ନାଁ ଡାବଗୁଡା ।...
ପୋଲିସ ଗାଡିକୁ ଅଟକାଇ ମାଗିଲେ କାଗଜପତ୍ର
ଭୁବନେଶ୍ୱରରେ ତାତିଲେ ଲୋକେ । ଗାଡି ଉପରୁ ଜରିମାନା ନେଇ ଭୁବନେଶ୍ୱରରେ ତାତିଲେ ଲୋକେ । ସରକାରୀ ଗାଡିକୁ ଛାଡି ଦିଆଯାଉଥିବା ଅଭିଯୋଗ କରି ତାତିଲେ । ପୋଲିସ ଗାଡି ସହ ୩ଟି ଗାଡିର କାଗଜପତ୍ର ଠିକ୍ ନଥିବା...
ବିଫଳତା ନୁହେଁ, ଚନ୍ଦ୍ରକୁ ଛୁଇଁବା ପାଇଁ ଆମ ଉଦ୍ୟମ ଆହୁରି ଦୃଢ ହୋଇଛି
ଚନ୍ଦ୍ରାଯାନ ୨ର ଫଳାଫଳକୁ ନେଇ ଏବେବି ଲାଗି ରହିଛି ଉତ୍କଣ୍ଠା । ଦେଶବାସୀ ଏବେ ଇସ୍ରୋର ବିଧିବଦ୍ଧ ଭାବେ ଘୋଷଣା ଅପେକ୍ଷାରେ ରହିଛନ୍ତି । ଅବତରଣର ଶେଷ ମୂହୁର୍ତ୍ତରେ ହିଁ ଇସ୍ରୋ ସହିତ ଲ୍ୟାଣ୍ଡର ବିକ୍ରମର ସମ୍ପର୍କ ଛିନ୍ନ ହୋଇଥିଲା...
ଆଇନରେ ଅସଂଗତି ଅଛି-ସୁଶାନ୍ତ ସିଂ
ମୋଟର ଭେଇକିଲ ଆକ୍ଟକୁ ନାପସନ୍ଦ କଲେ ମନ୍ତ୍ରୀ ସୁଶାନ୍ତ ସିଂ । ଆଇନରେ ଅସଂଗତି ଥିବା କହିଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ । ବାଇକରେ ଗଲେ ଯେତିକି , ବଡ ଗାଡିରେ ବି ସେତିକି ଫାଇନ । ଲୋକେ...
ପଲ୍ୟୁସନ ଚେକିଂ ମାସେ କୋହଳ
ମାସେ ଯାଏ ପଲ୍ୟୁସନ ଚେକିଂ କୋହଳ କରିବାକୁ ନିଷ୍ପତ୍ତି । ପରିବହନ ସଚିବ ଜି. ଶ୍ରୀନାବସନଙ୍କ ସୂଚନା । ଲୋକଙ୍କୁ ଅଯଥାରେ ହଇରାଣ ନକରିବାକୁ ପରାମର୍ଶ । ବିଭାଗୀୟ କର୍ମଚାରୀଙ୍କୁ ପରାମର୍ଶ ଦେଲେ ପରିବହନ ସଚିବ ।...
ପୁରୀ ଆସୁଛନ୍ତି ଆମିକସ କ୍ୟୁରି
ଆଜି ପୁରୀ ଗସ୍ତରେ ଆସୁଛନ୍ତି ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ରଞ୍ଜିତ କୁମାର ଓ ସିଲିସିଟର ଜେନେରାଲ ତୁଷାର ମେହେତା । ଶ୍ରୀମନ୍ଦିର ଚର୍ତ୍ତୁପାଶ୍ୱ ଭଙ୍ଗା କାର୍ଯ୍ୟ ଜାରି ରହିଥିବାବେଳେ ଏହାକୁ ନେଇ ବଢୁଥିବା ବିରୋଧ ସହ ବାସ୍ତବ...


















